Below header

ସେଲ୍ଫି ନେବା ବେଳେ ଇବ ନଦୀରେ ପଡି ଭାସିଯାଇଥିଲେ ଯୁବତୀ, ଏବେ ଭାଇରାଲ ହେଉଛି ଘଟଣା ଦିନର ଲୋମଟାଙ୍କୁରା ଭିଡିଓ

ସୁନ୍ଦରଗଡ: ତଲସରା ଥାନା ଅନ୍ତର୍ଗତ ଇବ ନଦୀ କନାକୁଣ୍ଡ ନିକଟରେ ଭୋଜି କରିବାକୁ ଆସିଥିବା ସମୟରେ ପଥର ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ଜଣେ ଯୁବତୀ ପାଣିରେ ପଡି ମୃତ୍ୟୁବରଣ କରିଥିଲେ। ଘଟଣାର ୨୨ଘଂଟା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

videoଘଟଣା ଦିନ ରାଜଗାଙ୍ଗପୁର ଅଂଚଳରୁ ୧୬ଜଣ ଭୋଜି କରିବାକୁ ଆସିଥିଲେ। ସାଙ୍ଗମାନେ ପଥର ଉପରେ ଠିଆ ହୋଇ ସେଲ୍ଫି  ନେଉଥିବାବେଳେ ତାଙ୍କ ପଛପଟେ ଆଉ ଜଣେ ଯୁବକ ଆସୁଥିବାବେଳେ ଏହି ଘଟଣା ଘଟିଥିଲା । ତେବେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାପରେ ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.