Browsing Tag

floating viral video

ସେଲ୍ଫି ନେବା ବେଳେ ଇବ ନଦୀରେ ପଡି ଭାସିଯାଇଥିଲେ ଯୁବତୀ, ଏବେ ଭାଇରାଲ ହେଉଛି ଘଟଣା ଦିନର ଲୋମଟାଙ୍କୁରା ଭିଡିଓ

ସୁନ୍ଦରଗଡ: ତଲସରା ଥାନା ଅନ୍ତର୍ଗତ ଇବ ନଦୀ କନାକୁଣ୍ଡ ନିକଟରେ ଭୋଜି କରିବାକୁ ଆସିଥିବା ସମୟରେ ପଥର ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ଜଣେ ଯୁବତୀ ପାଣିରେ ପଡି ମୃତ୍ୟୁବରଣ କରିଥିଲେ। ଘଟଣାର ୨୨ଘଂଟା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ଦିନ ରାଜଗାଙ୍ଗପୁର ଅଂଚଳରୁ…