Below header

ଗାଁରେ ନଡା ଗଦା ଓ ଚାଳ ଘରେ ହଠାତ୍‌ ଲାଗୁଛି ନିଆଁ, ଆତଙ୍କିତ ଲୋକେ

ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱର ରୋକଟ ଗାଁରେ ଆକସ୍ମିକ ଭାବେ ନଡା ଗଦା ଓ ଚାଳ ଘରେ ଅଗ୍ନିକାଣ୍ଡ । ଲଗାତାର ତିନି ଦିନ ହେବ ଏଭଳି ଅଘଟଣ ଘଟୁଛି।

ଭୁବନେଶ୍ୱର (କେନ୍ୟୁଜ): ଗାଁରେ ହଠାତ୍‌ ଲାଗୁଛି ନିଆଁ। ଲୋକେ ଛାନିଆ। ଭୁବନେଶ୍ୱର ଉପକଣ୍ଠ ମଞ୍ଚେଶ୍ୱର ରୋକଟ ଗାଁରେ ଆକସ୍ମିକ ଭାବେ ନଡା ଗଦା ଓ ଚାଳ ଘରେ ଅଗ୍ନିକାଣ୍ଡ । ଲଗାତାର ତିନି ଦିନ ହେବ ଏଭଳି ଅଘଟଣ ଘଟୁଛି। ଗାଁରେ ଏପରି ନିଆଁ ଲାଗୁଥିବାରୁ ଲୋକେ ଛାନିଆ ହୋଇପଡିଛନ୍ତି। ଖବର ପାଇ ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ନିଆଁ ଭୟରେ ଲୋକଙ୍କ ଆଖିରୁ ନିଦ ହଜିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.