ପିଲା ଚୋରି ସନ୍ଦେହ, ୨ ଯୁବକଙ୍କୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

ପିଲା ଚୋରି ସନ୍ଦେହରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼। ଲକ୍ଷ୍ମୀପୁର ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ପିଲା ଚୋରି ଗୁଜବରୁ ଚାଞ୍ଚଲ୍ୟ । ପିଲା ଚୋରି ସନ୍ଦେହରେ ଦୁଇ ଯୁବକଙ୍କ ହାତ ଗୋଡ଼ ବାନ୍ଧି ଛେଚିଲେ ଗ୍ରାମବାସୀ ।

କୋରାପୁଟ (କେନ୍ୟୁଜ): ପିଲା ଚୋରି ସନ୍ଦେହରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼। ଲକ୍ଷ୍ମୀପୁର ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ପିଲା ଚୋରି ଗୁଜବରୁ ଚାଞ୍ଚଲ୍ୟ । ପିଲା ଚୋରି ସନ୍ଦେହରେ ଦୁଇ ଯୁବକଙ୍କ ହାତ ଗୋଡ଼ ବାନ୍ଧି ଛେଚିଲେ ଗ୍ରାମବାସୀ । ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମର ବୋଲି ଜଣାପଡିଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ପରେ ବନ୍ଧୁଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.