Below header

କିଟ୍‌ ପାଳିଲା ଜଳ ଦିବସ, ଜଳର ଅପବ୍ୟବହାର ଓ ଅଭାବକୁ ରୋକିବା ପାଇଁ ଦିଆଗଲା ସଚେତନତା ବାର୍ତ୍ତା

କିଟ୍‌ରେ ଜଳ ଦିବସ ପାଳିତ । ସାରା ପୃଥିବୀରେ ଜଳର ଅଭାବ ଓ ଅପବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ କିଟ୍‌ର ଛାତ୍ରଛାତ୍ରୀ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ । ଏହି ନାଟକ ମାଧ୍ୟମରେ ଜଳର ଅପବ୍ୟବହାର ଓ ଅଭାବକୁ ରୋକିବା ନେଇ ବାର୍ତ୍ତା ଦିଆଯାଇଥିଲା । କେନ୍ଦ୍ର ସରକାର ଆରମ୍ଭ କରିଥିବା ଜଳଶକ୍ତି ଅଭିଜାନକୁ ସମର୍ଥନ କରି କିଟ୍‌ ଓ କିସ୍‌ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ଗବେଷଣା କରାଯାଉଥିବା କିଟ୍‌ କୁଳପତି ପ୍ରଫେସର ହୃଷୀକେଷ ମହାନ୍ତି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.