Browsing Tag

kiit and kiss

ଏସୀୟ ଚାମ୍ପିଅନସିପ୍-୨୦୨୬: ଚାମ୍ପିଅନସିପରେ ଚମକିଲେ କିଟ୍ ଓ କିସ୍ କ୍ରୀଡ଼ାବିତ୍‍

ଭୁବନେଶ୍ୱର : ଚାମ୍ପିଅନସିପରେ ଚମକିଲେ କିଟ୍ ଓ କିସ୍ କ୍ରୀଡ଼ାବିତ୍‍ । କିଟ୍ ଓ କିସ୍ ଛାତ୍ରୀମାନେ ନିକଟରେ ସମ୍ପନ୍ନ ହୋଇଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁଣି ଥରେ କିଟ୍‍ ଓ କିସ୍ ପାଇଁ ଗୌରବ ଆଣିଛନ୍ତି । ଫେବୃଆରୀ ୪ରୁ ୧୩…

କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ, ପାଟାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ହଜାର ହଜାର ମହିଳା

ଭୁବନେଶ୍ବର: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଓଡ଼ିଶାର ୩୨ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରା…

ସୀମା ପାର କରିଛି ଘରୋଇ ଟିଭି ଚ୍ୟାନେଲ, କିସ୍‍ ଘଟଣାକୁ ନେଇ ନକରାତ୍ମକ ଓ ଭ୍ରମାତ୍ମକ ଖବର ପ୍ରସାରଣ କରୁଛି

ଭୁବନେଶ୍ୱର : ଘରୋଇ ଟିଭି ଚ୍ୟାନେଲର ମନମାନୀ । ନୀଚ ସାମ୍ବାଦିକତାର ସମସ୍ତ ସୀମା ସରହଦ ପାର କରିଛି ଘରୋଇ ଚ୍ୟାନେଲ । ଏମିତିକି ନକରାତ୍ମକ ଓ ଭ୍ରମାତ୍ମକ ଖବର ପ୍ରସାରଣ ପାଇଁ ଅର୍ଥ ଓ ବାହୁବଳ ଲଗାଇବାକୁ ପଛାଉନାହିଁ । କିସ୍‍ ଘଟଣାକୁ ନେଇ ଘରୋଇ ଟିଭି ଚ୍ୟାନେଲର ନ୍ୟୁଜରୁମ୍‍ ପାଲଟିଛି ୱାର…

ଓଡ଼ିଶାରେ ହେବ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ : ଅନ୍ତର୍ଜାତୀୟ ଭଲିବଲ ସଂଘ ସଭାପତି ଫାବିଓ ଆଜେଭେଦୋଙ୍କ ଘୋଷଣା

ଭୁବନେଶ୍ୱର : ଓଡ଼ିଶାରେ କିଟ୍‍ ଓ କିସ୍‍ ସହଯୋଗରେ ୨୦୨୬ରୁ ଲଗାତାର ୩ବର୍ଷ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେବ । କିଟ୍ ଓ କିସ୍ ରେ ଭଲିବଲ୍ ମହାକୁମ୍ଭ ଉଦଯାପନୀ ଦିବସରେ ଘୋଷଣା କରିଛନ୍ତି, ଅନ୍ତର୍ଜାତୀୟ ଭଲିବଲ ସଂଘ ସଭାପତି ଫାବିଓ ଆଜେଭେଦୋ । ଏହି ଅବସରରେ କିଟ୍‍,…

କିଟ୍ ଓ କିସ୍ ପକ୍ଷରୁ ୩୨ଜଣ ପୂର୍ବତନ ଖେଳାଳିଙ୍କୁ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର : ରାଜ୍ୟରେ କିଟ୍ ଓ କିସ୍ ପକ୍ଷରୁ ୩୨ଜଣ ପୂର୍ବତନ ଖେଳାଳିଙ୍କୁ ସୋମବାର ନିଯୁକ୍ତି ପ୍ରଦାନ କରାଯାଇଛି । କ୍ରୀଡ଼ାବିତ୍‌ଙ୍କ ସହ ଏକାଧିକ ଏନ୍‌ଆଇଏସ୍ ପ୍ରଶିକ୍ଷିତ ପ୍ରଶିକ୍ଷକଙ୍କୁ ଉଭୟ ଅନୁଷ୍ଠାନର କ୍ରୀଡ଼ା ବିଭାଗର ବିଭିନ୍ନ ପଦପଦବିରେ ଅବସ୍ଥାପିତ କରାଯାଇଛି । ଯାହା କିଟ୍ ଓ…

ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ଓ…

ଭୁବନେଶ୍ୱର : ନୂଆଦିଲ୍ଲୀ ସ୍ଥିତ ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତର ପ୍ରଫେସର ଅନିଲ ସୁକଲାଲ କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି ।  ସେ କିଟ୍‍ର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ପରିଦର୍ଶନ କରିଛନ୍ତି ।  ପରିଦର୍ଶନ ସମୟରେ କିସ୍‍ର ୪୦ ହଜାର…

ଉନ୍ନତ ଛାତ୍ର ସହାୟତା ସେବା ନିମନ୍ତେ କିଟ୍‍କୁ ମିଳିଲା ସମ୍ମାନଜନକ ଫିକି ଉଚ୍ଚଶିକ୍ଷା ଉତ୍କର୍ଷ ପୁରସ୍କାର, ପ୍ରଦାନ…

ଭୁବନେଶ୍ୱର: ଉତ୍ତମ ଷ୍ଟୁଡେଣ୍ଟ ସପୋର୍ଟ ସର୍ଭିସ ତଥା ଆର୍ଥିକ ସ୍ଥିରତା ଏବଂ ଛାତ୍ର ପ୍ରବେଶାଧିକାର ଉତ୍କର୍ଷତା' ବର୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ପ୍ରତିଷ୍ଠିତ ଏଫ୍‍ଆଇସିସିଆଇ (ଫିକି) ଉଚ୍ଚ ଶିକ୍ଷା ଉତ୍କର୍ଷତା ପୁରସ୍କାର ପ୍ରଦାନ କରାଯାଇଛି ।  ନୂଆଦିଲ୍ଲୀଠାରେ ଫିକି ଦ୍ୱାରା ଆୟୋଜିତ ଏକ…

କିଟ୍‍-କିସ୍‍ ଓ ୟୁନେସ୍କୋ ଏମଜିଆଇଇପି ମଧ୍ୟରେ ବୁଝାମଣା,ସାମାଜିକ ବିକାଶରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ…

ଭୁବନେଶ୍ୱର : ଜାତିସଂଘ ଶତତ ବିକାଶ ଲକ୍ଷ୍ୟ (ଏସଡିଜି) ୪.୭ର ଲକ୍ଷ୍ୟକୁ ଆଗକୁ ବଢାଇବା ପାଇଁ ୟୁନେସ୍କୋ ମହାତ୍ମା ଗାନ୍ଧୀ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏଜୁକେସନ୍‍ ଫର ପିସ୍‍ (ଏମଜିଆଇଇପି) ଓ କିଟ୍‍-କିସ୍‍ ମଧ୍ୟରେ ଏକ ସହଯୋଗ ଚୁକ୍ତି ସ୍ୱାକ୍ଷର ହୋଇଛି ।  ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ…

କିଟ୍‍ ଓ କିସ୍‍ ମଡେଲ ପ୍ରତି ଆକର୍ଷିତ ହେଉଛନ୍ତି ବିଦେଶୀ ଛାତ୍ରଛାତ୍ରୀ, ଇଣ୍ଟର୍ଣ୍ଣସିପ କରିବାକୁ ଆସୁଛନ୍ତି ବହୁ…

ଭୁବନେଶ୍ୱର : କିଟ୍‍ ଓ କିସ୍‍ ମଡେଲ ପ୍ରତି ଆକର୍ଷିତ ହୋଇ ଇଣ୍ଟର୍ଣ୍ଣସିପ କରିବା ପାଇଁ ବହୁ ବିଦେଶୀ ଛାତ୍ରଛାତ୍ରୀ ଓ ଗବେଷକ ଏଠାକୁ ଆସୁଛନ୍ତି । ଏହି ଛାତ୍ରଛାତ୍ରୀ ଓ ଗବେଷକ ମାନେ କିଟ ଓ କିସ୍‍ ଭଳି ମଡ଼େଲ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଏହାର ପ୍ରତିଷ୍ଠାତା ଡ.…

ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସରେ କମାଲ କରିଥିଲେ ରଶ୍ମିତା, ସମ୍ବର୍ଦ୍ଧିତ କଲେ କିଟ୍ ଓ କିସ ପ୍ରତିଷ୍ଠାତା ଡକ୍ଟର…

 ଭୁବନେଶ୍ୱର : ୧୨୫ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧା ସଳଖ କଥା ହୋଇଥିବା କିଟ୍ ଛାତ୍ରୀ ତଥା କ୍ରୀଡାବିତ ରଶ୍ମିତା ସାହୁଙ୍କୁ କିଟ୍ ଓ କିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।  ଜଳକ୍ରୀଡ଼ାରେ ଦକ୍ଷତା ଓ ପାରଙ୍ଗମତାକୁ ନେଇ ଦୁଇ ସ୍ବର୍ଣ୍ଣ ପଦକ ପାଇଥିବା…

ହସ୍ତତନ୍ତ ଦିବସ ଅବସରରେ କିଟ୍‍ ରେ ଆୟୋଜିତ ହୋଇଛି ‘କ୍ରିତନ୍ତୁଜା’

ଭୁବନେଶ୍ୱର :  ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସ।ହିତ କରିବା ପାଇଁ ଆଜି କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୫ ଉଦ୍ଘାରଟିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା…

କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିଲେ ବୌଦ୍ଧ ସନ୍ନ୍ୟାସିନୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ…

ଭୁବନେଶ୍ବର : କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିଲେ ବୌଦ୍ଧ ସନ୍ନ୍ୟାସିନୀ ।  ତିବ୍ବତୀୟ ୱେମେନ୍ସ ଆସୋସିଏସନର ପ୍ରାୟ ୬୦ଜଣ ବୌଦ୍ଧ ସନ୍ନ୍ୟାସିନୀ ଆଜି କ୍ୟାମ୍ପସ ପରିଦର୍ଶନ କରିଥିଲେ।  ବୌଦ୍ଧ ସନ୍ନ୍ୟାସିନୀମାନେ କିସ ପିଲାଙ୍କ ଗହଣରେ ଦୀର୍ଘ ସମୟ ବିତାଇବା ସହ ସେମାନଙ୍କ ବିଷୟରେ ପଚାରି…