କିଟ୍ ଓ କିସ୍ ବୁଲି ଦେଖିଲେ ଗୋପବନ୍ଧୁ ଏକାଡେମୀରେ ତାଲିମ ନେଉଥିବା ୧୨୭ ଜଣ ଓଏଏସ

କିଟ୍ ଓ କିସ୍ ବୁଲି ଦେଖିଲେ ଭୁବନେଶ୍ବର ଗୋପବନ୍ଧୁ ଏକାଡେମୀ ଅଫ ଆଡମିନଷ୍ଟ୍ରେସନରେ ତାଲିମ ନେଉଥିବା ୧୨୭ ଜଣ ଓଏଏସ।

କିଟ୍ ଓ କିସ୍ ବୁଲି ଦେଖିଲେ ଭୁବନେଶ୍ବର ଗୋପବନ୍ଧୁ ଏକାଡେମୀ ଅଫ ଆଡମିନଷ୍ଟ୍ରେସନରେ ତାଲିମ ନେଉଥିବା ୧୨୭ ଜଣ ଓଏଏସ। ଏହି ପରିଦର୍ଶନ ସମୟରେ କିସ ବିଶ୍ୱବିଦ୍ୟାଳୟର ଭାଇସ ଚାନସଲର ପ୍ରଫେସର ଦୀପକ କୁମାର ବେହେରା, କୁଳସଚିବ ପ୍ରଫେସର ଜ୍ଞାନ ରଂଜନ ମହାନ୍ତି ଉପସ୍ଥିତ ରହିଥିଲେ।

ତାଲିମ ନେଉଥିବା ଓଏଏସ ଅଧିକାରୀମାନଙ୍କୁ କିସର ଛାତ୍ର ଛାତ୍ରୀ ମାନେ ତାଳି ମାରି ସ୍ୱାଗତ କରିଥିଲେ। କିସର ଶୈକ୍ଷିକ ବାତାବରଣକୁ ନେଇ ଅଧିକାରୀମାନେ କିଟ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.