ପେଟ୍ରୋଲରେ ପାଣି

କଟକ : ପେଟ୍ରୋଲରେ ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକର ନିଆଳି ଅଂଚଳରେ । ସୂଚନା ମୂତାବକ ଜଣେ ଗ୍ରାହକ ପେଟ୍ରୋଲ୍ କିଣିବା ବେଳେ ଏଥିରେ ପାଣି ମିଶିଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ତିତଲି ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଅଣ୍ଡର ଗ୍ରାଉଣ୍ଡ୍ ଟାଙ୍କିରେ ଲିକ୍ ହୋଇ ପାଣି ମିଶିଥାଇପାରେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.