ନିଆଳି ମାଧବଜୀଉ ମନ୍ଦିରରୁ ଆସିଛି ଫଳ ଭାର, ସୁସ୍ଥ ହେବା ପରେ ଫଳାହାର କରିବେ ମହାପ୍ରଭୁ
ପୁରୀ : ନିଆଳି ମାଧବଜୀଉ ମନ୍ଦିରରୁ ଶ୍ରୀ କ୍ଷେତ୍ର ଆସିଛି ମହାପ୍ରଭୁଙ୍କ ଲାଗି ଅଣସର ଫଳ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ବେଳେ ମହାପ୍ରଭୁଙ୍କ ଲାଗି ବିଭିନ୍ନ ପ୍ରକାରର ଫଳ ଭାର ଆଣିଛନ୍ତି ଭକ୍ତ ।
ବଡ଼ ଦାଣ୍ଡରେ ଏକ ପଟୁଆରରେ ସଂକୀର୍ତନ କରି…