ପୁରୀ ବେଳାଭୂମି ଅବକ୍ଷୟର ଅନୁଧ୍ୟାନ କରିଛନ୍ତି, ଜଳ ସମ୍ପଦ ବିଭାଗର ମୁଖ୍ୟ ଓ ଅଧୀକ୍ଷଣ ଯନ୍ତ୍ରୀ

ପୁରୀ (କେନ୍ୟୁଜ୍) : ବେଳାଭୂମି ଅବକ୍ଷୟର ଅନୁଧ୍ୟାନ କରିଛନ୍ତି, ଜଳ ସମ୍ପଦ ବିଭାଗର ମୁଖ୍ୟ ଓ ଅଧୀକ୍ଷଣ ଯନ୍ତ୍ରୀ। ଗତକାଲି ସଂଧ୍ୟାରେ ବେଳାଭୂମିକୁ ଯାଇ ଅବକ୍ଷୟ ନେଇ ବିଚାର ବିମର୍ଷ କରିଥିଲେ। ଏହି ଅବକ୍ଷୟ ପ୍ରାକୃତିକ। ସମୟ ସହ ପୁଣି ଥରେ ପୂର୍ବାବସ୍ଥା ଫେରିବ ବୋଲି ମତ ଦେଇଛନ୍ତି। ୨୦୦୬ ଓ ୨୦୧୬ରେ ଏପରି କିଛି ଦେଖିବାକୁ ମିଳିଥିଲେ। ତେଣୁ କିଛି ଦିନ ପର୍ୟ୍ୟନ୍ତ ସମୁଦ୍ରର ପରିବର୍ତ୍ତନକୁ ଅନୁଧ୍ୟାନ କରାଯିବ। ଆବଶ୍ୟକ ପଡିଲେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.