କାଲି ଆଠ ଘଣ୍ଟା ଧରି ଭୁବନେଶ୍ୱରରେ ଜଳ ଯୋଗାଣ ବନ୍ଦ ରହିବ

ଭୁବନେଶ୍ୱର : ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ଜଳ ଯୋଗାଣ ବନ୍ଦ ରହିବ । ପଳାଶୁଣି ଠାରେ ପାଇପ୍‌ ମରାମତି କାର୍ଯ୍ୟ ଲାଗି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି । ତେଣୁ ପିଏଚ୍‌ଡି ପାଣି ଉପରେ ନିର୍ଭର କରୁଥିବା ରାଜଧାନୀ ବାସିନ୍ଦା ଆଗୁଆ ପାଣି ରଖି ଦିଅନ୍ତୁ । ଓ୍ଵାଟକୋ ତରଫରୁ ଏହି ସୂଚନା ଦିଆଯାଇଛି ।
ପାଇପ୍‌ରେ ମରାମତି ଜରୁରୀ ଥିବାରୁ ଏଭଳି ଦୀର୍ଘ ୮ ଘଣ୍ଟା ପାଇଁ ଜଳ ଯୋଗାଣ ବନ୍ଦ ରଖାଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.