Below header
Browsing Tag

no water supply tomaorrow

କାଲି ଆଠ ଘଣ୍ଟା ଧରି ଭୁବନେଶ୍ୱରରେ ଜଳ ଯୋଗାଣ ବନ୍ଦ ରହିବ

ଭୁବନେଶ୍ୱର : ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ଜଳ ଯୋଗାଣ ବନ୍ଦ ରହିବ । ପଳାଶୁଣି ଠାରେ ପାଇପ୍‌ ମରାମତି କାର୍ଯ୍ୟ ଲାଗି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି । ତେଣୁ ପିଏଚ୍‌ଡି ପାଣି ଉପରେ ନିର୍ଭର କରୁଥିବା ରାଜଧାନୀ ବାସିନ୍ଦା ଆଗୁଆ…