Below header

ଭୁବନେଶ୍ବରରେ ଦେଖିବାକୁ ମିଳିବ କି ଅପରାଜିତା ବନାମ ଶ୍ରୀମୟୀ ଲଢ଼େଇ ?

ଭୁବନେଶ୍ବରରେ ଦେଖିବାକୁ ମିଳିବ କି ଅପରାଜିତା ବନାମ ଶ୍ରୀମୟୀ ଲଢ଼େଇ ? ୨୦୨୪ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର ।

ଭୁବନେଶ୍ବରରେ ଦେଖିବାକୁ ମିଳିବ କି ଅପରାଜିତା ବନାମ ଶ୍ରୀମୟୀ ଲଢ଼େଇ ? ୨୦୨୪ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହେବେ ଶ୍ରୀମୟୀ ମିଶ୍ର । ଆଜି ବିଜେଡି କାର୍ଯ୍ୟକ୍ରମ ବେଳେ ଏକଥା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଏଥିପାଇଁ ଲୋକଙ୍କ ସମର୍ଥନ ମଧ୍ୟ ଲୋଡ଼ିଛନ୍ତି । ୨୦୧୯ରେ ଯେଉଁ କେତୋଟି କାରଣ ପାଇଁ ଭୁବନେଶ୍ବର ଲୋକସଭା ଆସନ ବିଜେଡି ହାତରୁ ଯାଇଥିଲା ତାହା ଉପରେ ଦଳ ମଧ୍ୟ ଏବେ ଗୁରୁତ୍ବ ଦେଉଛି । ଆଉ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀମୟୀ ତାଙ୍କର ଲୋକସଂପର୍କ ବଢ଼ାଇବାରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.