Below header

ରୋଷେଇ କରୁଥିଲେ ଲାଗିଗଲା ନିଆଁ, ଚାଲିଗଲା ମହିଳାଙ୍କ ଜୀବନ

ଗ୍ୟାସ ଚୁଲିରୁ ନିଆଁ ଲାଗି ମହିଳା ମୃତ । ପରିବାରରେ ଖେଳିଯାଇଛି ଶୋକର ଛାୟା । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବଡ଼ରମ୍ପାସ ଗାଁରେ ଘଟିଛି ଅଘଟଣ ।

ଆନନ୍ଦପୁର(କେନ୍ୟୁଜ୍‌) : ଗ୍ୟାସ ଚୁଲିରୁ ନିଆଁ ଲାଗି ମହିଳା ମୃତ । ପରିବାରରେ ଖେଳିଯାଇଛି ଶୋକର ଛାୟା । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବଡ଼ରମ୍ପାସ ଗାଁରେ ଘଟିଛି ଅଘଟଣ ।
ଗାଁର ପିତାମ୍ବର ମଲ୍ଲିକ ଙ୍କ ସ୍ତ୍ରୀ ପାର୍ବତୀ ପରିବାର ସଦସ୍ୟଙ୍କ ପାଇଁ ରୋଷେଇ କରୁଥିବା ସମୟରେ ଅଚାନକ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଗ୍ୟାସ ନିଆଁ ପାର୍ବତୀଙ୍କ ଶାଢୀରେ ଲାଗିବା ପରେ ସେ ଜୀବନ୍ତ ଦଗ୍ଧ ହୋଇ ମୃତୁବରଣ କରିଛନ୍ତି । ଏନେଇ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.