Below header

ସୋରଡ଼ାରେ ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିବା ଘଟଣା: ଏବେବି ମୃତଦେହକୁ ଖୋଜୁଛି ଅଗ୍ନିଶମ ବିଭାଗ

ଗଞ୍ଜାମ ଜିଲ୍ଲା ସୋରଡା ଥାନା ଭଗବାନପୁର ଗାଁରେ ଘଟିଥିଲା ନୃଶଂସ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କରିବା ପରେ ଛଅ ଖଣ୍ଡ କରି କାଟିଥିଲା ସ୍ବାମୀ । ପରେ ମୃତଦେହକୁ ଋଷିକୂଲ୍ୟା ନଦୀରେ ଫିଙ୍ଗିଦେଇଥିଲା।

ସୋରଡ଼ା(କେନ୍ୟୁଜ୍): ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିବା ଘଟଣା । ଏବେବି ମୃତଦେହକୁ ଖୋଜୁଛି ଅଗ୍ନିଶମ ବିଭାଗ। ଗଞ୍ଜାମ ଜିଲ୍ଲା ସୋରଡା ଥାନା ଭଗବାନପୁର ଗାଁରେ ଘଟିଥିଲା ନୃଶଂସ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କରିବା ପରେ ଛଅ ଖଣ୍ଡ କରି କାଟିଥିଲା ସ୍ବାମୀ । ପରେ ମୃତଦେହକୁ ଋଷିକୂଲ୍ୟା ନଦୀରେ ଫିଙ୍ଗିଦେଇଥିଲା।

ମୃତକ ହେଲେ ବୁଲି ମୂଳି । ଘଟଣାକୁ ୩ଦିନ ବିତିଥିଲେ ବି ବୁଲି ମୃତ ଶରୀର ପାଉନି ପୋଲିସ । ଅଭିଯୁକ୍ତ ସ୍ବାମୀ ନାରାୟଣ ମୂଳିକୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ତା ନିକଟରୁ ଏକ କଟୁରୀ ଜବତ ହୋଇଛି । ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ବୁଲି ମୂଳିଙ୍କ ଯାଆ ସନ୍ତୋଷିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.