Below header

ଏମିତି ସ୍ତ୍ରୀ କାହାକୁ ନ ମିଳୁ, ସାମାନ୍ୟ ଝଗଡାରେ କାଟିଦେଲା ସ୍ୱାମୀର ତଣ୍ଟି

ସ୍ତ୍ରୀ ସାଜିଲା ସଇତାନ । କାଟିଲା ସ୍ୱାମୀର ତଣ୍ଟି । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଗାଁରେ। ଗତକାଲି ରାତିରେ ପାରିବାରିକ କଳହକୁ ନେଇ ସ୍ତ୍ରୀ କାଟିଲା ସ୍ୱାମୀର ତଣ୍ଟି । ଆହତ ସ୍ୱାମୀ ହେଲେ ବରୀଗୁଡା ଗ୍ରାମର ରୋହିତ ପାତ୍ର ।

ସୋରଡ଼ା (କେନ୍ୟୁଜ):  ସ୍ତ୍ରୀ ସାଜିଲା ସଇତାନ । କାଟିଲା ସ୍ୱାମୀର ତଣ୍ଟି । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରୀଗୁଡା ଗ୍ରାମରେ। ଗତକାଲି ରାତିରେ ପାରିବାରିକ କଳହକୁ ନେଇ ସ୍ତ୍ରୀ କାଟିଲା ସ୍ୱାମୀର ତଣ୍ଟି । ଆହତ ସ୍ୱାମୀ ହେଲେ ବରୀଗୁଡା ଗ୍ରାମର ରୋହିତ ପାତ୍ର ।

ବରୀଗୁଡା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପ୍ରାୟ ସମୟ ମଦ୍ୟ ପାନ କରି ସ୍ତ୍ରୀ କସ୍ତୁରୀ ପାତ୍ରକୁ ମାରପିଟ କରେ। ଗତକାଲି କୌଣସି କାରଣରୁ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ କଥା କଥାକଟି ହୋଇଥିଲା । ଆଉ ସେଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ୱାମୀର ବେକକୁ କାଟି ଦେଇଥିଲେ। ଏହାପରେ ରୋହିତଙ୍କୁ ପରିବାର ଲୋକ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିବା ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.