Below header

ରାଜଧାନୀରେ ମହିଳାଙ୍କୁ ଛୁରା ମାଡ଼, କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ

ରାଜଧାନୀରେ ବୀଭତ୍ସ ହତ୍ୟା । ଭୁବନେଶ୍ବର ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଗୋଠପଟଣାରେ ଫାଣ୍ଡି ପାଖରୁ ମାତ୍ର ୫୦ ମିଟର ଦୂରରେ ହତ୍ୟାକାଣ୍ଡ । କେହି ଦୁର୍ବୃତ୍ତ ମହିଳାଙ୍କୁ ଛୁରା ମାଡ଼ କରିଥିବା ସୂଚନା । ଛୁରା ମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବୀଭତ୍ସ ହତ୍ୟା । ଭୁବନେଶ୍ବର ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଗୋଠପଟଣାରେ ଫାଣ୍ଡି ପାଖରୁ ମାତ୍ର ୫୦ ମିଟର ଦୂରରେ ହତ୍ୟାକାଣ୍ଡ । କେହି ଦୁର୍ବୃତ୍ତ ମହିଳାଙ୍କୁ ଛୁରା ମାଡ଼ କରିଥିବା ସୂଚନା । ଛୁରା ମାଡ କରି ଦୁର୍ବୃତ୍ତ ଫେରାର । ମୃତ ମହିଳା ହେଉଛନ୍ତି ୩୫ ବର୍ଷୀୟ ସସ୍ମିତା ବେହେରା । ମୃତ ମହିଳା ଗୋଠପାଟଣା ବଜାରରେ ସେ ଏକ ଜଳଖିଆ ଦୋକାନ କରିଥିଲେ । ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ । ତେବେ ମହିଳାଙ୍କୁ କିଏ ହତ୍ୟା କଲା ଓ କାହିଁ କି ତାହା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଚନ୍ଦକା ଥାନା ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.