ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚାଲିଛି ଖୋଳତାଡ, ଦୁଷ୍ମର୍ମ ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚାଲିଛି ଖୋଳତାଡ। ତଦନ୍ତ ପାଇଁ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ବୁର୍ଲା ମେଡିକାଲ ଯାଇ ପୀଡିତାଙ୍କୁ ଭେଟିବା ସହ ଦୁଷ୍ମର୍ମ ଘଟିଥିବା ସ୍ଥାନ ଓ ଅଇଁଠାପାଲି ଥାନା ପରିଦର୍ଶନ କରିଛନ୍ତି । ସେପଟେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଏବେ ସଙ୍କଟାପନ୍ନ ରହିଛି। ବୁର୍ଲା ମେଡିକାଲର ସ୍ୱେଶାଲ ୱାର୍ଡରେ ତାଙ୍କର ଚାଲିଛି ଚିକିତ୍ସା। ଗତକାଲି ଅଇଁଠାପାଲି ଥାନା ଅନ୍ତର୍ଗତ ଡେଙ୍ଗସର୍ଗି ନିକଟ ରାସ୍ତାରୁ ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.