ରାଜ୍ୟ କଂଗ୍ରେସର ଗତି କୁଆଡେ, ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଲେ ରାଜ୍ୟର କିଛି ଅସନ୍ତୁଷ୍ଠ ନେତ୍ରୀ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କଂଗ୍ରେସର ଗତି କୁଆଡେ । ଦିଲ୍ଲୀରେ ଆଜି କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଦଳର କିଛି ଅସନ୍ତୁଷ୍ଠ ନେତ୍ରୀ । ସୋନିଆ ଗାନ୍ଧିଙ୍କୁ  ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେମାନେ ଦଳର ସ୍ଥିତି ସଂପର୍କରେ ଅବଗତ କରିବା ସହ ପିସିସି ପରିବର୍ତ୍ତନ ପାଇଁ ଦାବି କରିଥିବା ଜଣାପଡିଛି । କିଛି ଦିନ ତଳେ ଏହି ଅସନ୍ତୁଷ୍ଟ ମହିଳା କଂଗ୍ରେସର ନେତ୍ରୀମାନେ ଦିଲ୍ଲୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବି ଭେଟିଥିଲେ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.