Below header

ବିଶ୍ବ କର୍କଟ ଦିବସ: କିମସ କ୍ୟାନସର ସେଣ୍ଟର ପକ୍ଷରୁ ୱାକଥନ ଅନୁଷ୍ଠିତ

ଆଜି ବିଶ୍ବ କର୍କଟ ଦିବସ । ଏହି ଅବସରରେ ଭୁବନେଶ୍ବରରେ କିମସ କ୍ୟାନସର ସେଣ୍ଟର ପକ୍ଷରୁ ୱାକଥନ ଅନୁଷ୍ଠିତ ହୋଇଥିଲା । ୱାକଥନକୁ ପତକା ଦେଖାଇ କିଟ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭାରମ୍ଭ କରିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ବ କର୍କଟ ଦିବସ । ଏହି ଅବସରରେ ଭୁବନେଶ୍ବରରେ କିମସ କ୍ୟାନସର ସେଣ୍ଟର ପକ୍ଷରୁ ୱାକଥନ ଅନୁଷ୍ଠିତ ହୋଇଥିଲା । ୱାକଥନକୁ ପତକା ଦେଖାଇ କିଟ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭାରମ୍ଭ କରିଥିଲେ ।

କିମ୍ସ କ୍ୟାନ୍ସର ହସ୍ପିଟାଲଠାରୁ କିଟ ଛକ ପର୍ଯ୍ୟନ୍ତ ୱାକଥନ କରାଯାଇଥିଲା । କ୍ୟାନସର ସଂପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ କିମ୍ସ କ୍ୟାନ୍ସର କିମସ ସେଣ୍ଟର ଡାକ୍ତର, ଷ୍ଟାପ, ନର୍ସିଂ ଅଫିସର, ଆଡ଼ମିଷ୍ଟ୍ରେଟିଭ ଷ୍ଟାଫ, ନର୍ସିଂ ଷ୍ଟାପ, କିଟ ୟୁଥ ରେଡ଼କ୍ରସର କର୍ମଚାରୀ ସାମିଲ ହୋଇଥିଲେ । ଲୋକଙ୍କୁ କ୍ୟାନସର ସଂପର୍କରେ ସଚେତନ କରିବା ଏହି ୱାକଥନର ମୂଳ ଲକ୍ଷ୍ୟ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.