ଆଜି ବିଶ୍ୱ ପରିବେଶ ଦିବସ: ବିଭିନ୍ନ ସ୍ଥାନରେ ପାଳନ ହେଉଛି ସଚେତନତା କାର୍ଯ୍ୟକ୍ରମ

ପାରାଦୀପ(କେନ୍ୟୁଜ୍): ଆଜି ବିଶ୍ୱ ପରିବେଶ ଦିବସ । ସମଗ୍ର ବିଶ୍ୱ ପରିବେଶର ସୁରକ୍ଷା ପାଇଁ ପ୍ରତି ବର୍ଷ ଜୁନ୍‌ ୫ ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ଏଥିପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ବନ୍ଦର ନଗରୀ ପାରାଦୀପରେ ବାୟୁ ପ୍ରଦୂଷଣ ମାତ୍ରା ଏବେ ଚରମ ସୀମାରେ ।

air pollutionବିଭିନ୍ନ ଶିଳ୍ପ ନାଁରେ ଦୈନିକ ବହୁ ସଂଖ୍ୟାରେ ଗଛ କଟାଯାଉଛି । ବନ୍ଦର ସଂପ୍ରସାରଣ ପାଇଁ ସଂରକ୍ଷିତ ହେନ୍ତାଳ ବଣକୁ ମଧ୍ୟ କାଟି ସଫା କରାଯାଉଛି । ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିବେଶବିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.