Browsing Tag

world environment day

ବରମୁଣ୍ଡା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍ଥାନୀୟ ବରମୁଣ୍ଡା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏ ଅବସରରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ବୃକ୍ଷ ରୋପଣ କରିବା ସହ ବୃକ୍ଷର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ନୟାପଲ୍ଲୀ ଏସ୍.ଡି.ଓ ଇଂ. ବିଶ୍ଵରଂଜନ…

କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯାଉଛି। ଚଳିତ ବର୍ଷର ଥିମ୍ ରହିଛି ‘ଭୂମି ପୁନଃରୁଦ୍ଧାର କର, ପୃଥିବୀକୁ ପୁନଃଜୀବିତ କର’ ।…

ଗଛର ମଣିଷ ୭୦ବର୍ଷିୟ ନରୋତ୍ତମ ଦାସ, ଯାହାଙ୍କ ମନୋବଳ ଆଗରେ ହାର ମାନିଛି ବୟସ

ଉଦଳା(କେନ୍ୟୁଜ): ବୟସ ପାଖାପାଖି ୭୦ ହେବ । ହେଲେ ପରିବେଶ ଚିନ୍ତା ପାଇଁ ସବୁବେଳେ ସେ ନିଜ ଚେଷ୍ଟା ଜାରି ରଖିଛନ୍ତି । ବିଶେଷ କରି ସ୍ଥାନୀୟ ଯୁବକ ମାନଙ୍କୁ ପ୍ରେରଣା ଦେଇ କିପରି ପରିବେଶ ସୁସ୍ଥ ରହିବ ସେନେଇ ଗାଁ ଗାଁ ବୁଲି ସଚେତନ କରିଥାନ୍ତି । ବୟସ ଆଗରେ ହାର ମାନିଛି ତାଙ୍କର ଏହି ପରିବେଶ…

ବିଶ୍ୱ ପରିବେଶ ଦିବସରେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ ଆରମ୍ଭ, ଚାରା ଲଗାଇ ମୋଦି କଲେ ଆରମ୍ଭ

ବିଶ୍ୱ ପରିବେଶ ଦିବସ ଆଜି ପାଳିନ ହେଉଛି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନର ନାଁ ହେଉଛି ‘ଏକ୍ ପେଡ଼୍ ମାଁ କେ ନାମ’ । ଏହାର ଆରମ୍ଭ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ନିଜେ ଗଛ ଲଗାଇ କରିଛନ୍ତି । ମୋଦି ବୁଦ୍ଧ ଜୟନ୍ତୀ…

ଆଜି ବିଶ୍ୱ ପରିବେଶ ଦିବସ, ଚଳିତ ବର୍ଷର ଥିମ୍‌ ରହିଛି ‘Only One Earth’

ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ୍‌ ମାସ ୫ ତାରିଖକୁ ସାରା ବିଶ୍ୱରେ ପରିବେଶ ଦିବସ ଭାବେ ପାଳନ କରାଯାଏ। ପରିବେଶର ସୁରକ୍ଷା କରିବା ତଥା ଗଛ ଲଗାଇବା, ପ୍ରଦୂଷଣ କମ୍‌ କରିବା, ଜଳ ନଷ୍ଟ ନ କରିବା ଆଦି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ…

ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା

ପୁରୀ(କେନ୍ୟୁଜ୍‌): ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକାକଳା। ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ପରିବେଶ ଦିବସ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବାପାଇଁ ଉଦ୍ୟମ କରିଛନ୍ତି। ପରିବେଶର ସଂରକ୍ଷଣ ଓ ଏହାର ଉନ୍ନତି ପାଇଁ ସମସ୍ତେ କାମ…

ବିଶ୍ୱ ପରିବେଶ ଦିବସରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ

ପୁରୀ : ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି । ବାଲୁକାକଳାରେ ବୃକ୍ଷ ରୋପଣର କରିବାର ଦୃଶ୍ଯ ଦେଖାଇବା ସହିତ ଧରିତ୍ରୀ ମାତା କିପରି ସବୁଜିମାରେ ଭରପୂର ହୋଇ ପରିବେଶ…

ଆଜି ବିଶ୍ୱ ପରିବେଶ ଦିବସ: ଚଳିତ ବର୍ଷର ଥିମ ରହିଛି ‘‘ଇକୋ ସିଷ୍ଟମ୍‌ ରିଷ୍ଟୋରେସନ୍‌ ’’

ଆଜି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ରୁପେ ପାଳନ କରାଯାଉଛି। ପ୍ରକୃତିର ଗୁରୁତ୍ୱକୁ ମନେପକାଇବାକୁ ଏହା ପାଳନ କରାଯାଉଛି। ୧୯୭୪ରେ ପ୍ରଥମ ଥର ପାଇଁ ଜାତିସଂଘ ପକ୍ଷରୁ ଏହା ଆମେରିକାରେ ପାଳନ କରାଯାଇଥିଲା। ସେତେବେଳେ ଥିମ ଥିଲା ‘‘ଓନଲି ଓ୍ଵାନ୍‌ ଆର୍ଥ’’…

ଆଜି ବିଶ୍ୱ ପରିବେଶ ଦିବସ, ପର୍ଯ୍ୟାବରଣ ପାଇଁ ଦିଅନ୍ତୁ କିଛି ମୁହୂର୍ତ୍ତ…

ଵ୍ୟସ୍ତ ବହୁଳ ଜୀବନରେ କିଛି ମୁହୂର୍ତ୍ତକୁ ଖୋଜିବା ଆଉ ନିଜ ପାଇଁ ବଞ୍ଚିବା ବୋଧେ ଆଜିକାଲି ସମସ୍ତଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି । ସତରେ ସମୟ ବା କାହିଁ କାହା ପାଖରେ, ଧାଁ ଦୌଡ଼ ଭିତରେ ସରିଯାଏ ଜୀବନ । ନିଜ ପାଇଁ କିଛି ଭାବିବା ଏବଂ ନିଜପାଇଁ କିଛି କରିବାର ସ୍ବପ୍ନ କେବଳ ସ୍ୱପ୍ନରେ ହିଁ…

କିଟ୍ ଏବଂ କିସ୍ ପକ୍ଷରୁ ପାଳନ ହୋଇଛି ବିଶ୍ବ ପରିବେଶ ଦିବସ, କରାଯାଇଛି ଶତାଧିକ ବୃକ୍ଷରୋପଣ

ଭୁବନେଶ୍ବର(କେନ୍ୟୁଜ୍) : କିଟ୍ ଓ କିସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ। ଏହି ଅବସରରେ କିଟ୍ ଓ କିସର କର୍ମଚାରୀ ଓ ଛାତ୍ରଛାତ୍ରୀ ଶତାଧିକ ବୃକ୍ଷରୋପଣ କରିଛନ୍ତି। ପ୍ରତିବର୍ଷ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱାବଧାନରେ କିଟ୍ ଓ କିସ୍ ପରିସରରେ ଲକ୍ଷାଧିକ ବୃକ୍ଷରୋପଣ…

ଆଜି ବିଶ୍ୱ ପରିବେଶ ଦିବସ: ବିଭିନ୍ନ ସ୍ଥାନରେ ପାଳନ ହେଉଛି ସଚେତନତା କାର୍ଯ୍ୟକ୍ରମ

ପାରାଦୀପ(କେନ୍ୟୁଜ୍): ଆଜି ବିଶ୍ୱ ପରିବେଶ ଦିବସ । ସମଗ୍ର ବିଶ୍ୱ ପରିବେଶର ସୁରକ୍ଷା ପାଇଁ ପ୍ରତି ବର୍ଷ ଜୁନ୍‌ ୫ ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ଏଥିପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ବନ୍ଦର ନଗରୀ ପାରାଦୀପରେ ବାୟୁ ପ୍ରଦୂଷଣ ମାତ୍ରା ଏବେ…

ବିଶ୍ୱ ପରିବେଶ ଦିବସ ପାଇଁ ରିଲିଜ୍ ହୋଇଛି ଥିମ୍ ସଙ୍ଗ, ଦେଖନ୍ତୁ ଭିଡିଓ

ଆସନ୍ତାକାଲି ବିଶ୍ୱ ପରିବେଶ ଦିବସ। ଏବର୍ଷର ଥିମ୍ ବାୟୁ ପ୍ରଦୂଷଣ ଉପରେ ଆଧାରିତ। ତା ପୂର୍ବରୁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ରିଲିଜ ହୋଇଛି ଏକ ଭିଡିଓ ସଙ୍ଗ୍ । ଯାହାର ଟାଇଟଲ୍ ରହିଛି ହାଓ୍ଵା ଆନେ ଦେ। ଗୀତରେ ଅଭିନୟ କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର। ପାଖାପାଖି ସାଢ଼େ…