Below header

କଟକ ଜଗତପୁର ଅଞ୍ଚଳରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

କଟକ: କଟକରେ ବ୍ରାଉନସୁଗର ରାକେଟ୍‌ର ପର୍ଦ୍ଦାଫାଶ କଲା କମିଶନରେଟ୍‌ ପୋଲିସ୍‌ । ଜଗତପୁର ଅଞ୍ଚଳରୁ ୨୭୦ ଗ୍ରାମ୍‌ ବ୍ରାଉନସୁଗର ଜବତ ହୋଇଛି । ଏହାସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଦୁଇ ଗିରଫ ଅଭିଯୁକ୍ତ ହେଲେ ସୁଧିର ମହାନ୍ତି ଓ ବିକ୍ରମ ସାମଲ । ଜବତ ଧଳାଜହରର ଅନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.