Below header

ଖୋର୍ଦ୍ଧା ଜଙ୍କିଆରୁ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର ଜବତ, ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF

ଖୋର୍ଦ୍ଧା : ବିପୁଳ ପରିମାଣର ଧଳା ଜହର ଜବତ। ଖୋର୍ଦ୍ଧା ଜଙ୍କିଆରୁ ୩୫୦ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ। ବ୍ରାଉନସୁଗର ସହ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

ଜଳେଶ୍ୱରରୁ ଆଣି ଖୋର୍ଦ୍ଧା ଜଙ୍କିଆରେ ବିକ୍ରି ବେଳେ STF ହାତରେ ଧରାପଡିଥିଲା। ବ୍ରାଉନସୁଗର ସହ ୮୦ଗ୍ରାମ ଓଜନର ସୁନା ଅଳଙ୍କାର ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.