Below header

ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡାର ମୃତ୍ୟୁ। ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଦୁଇ ଦିନ ତଳେ ଆଉ ଗୋଟିଏ ଆନାକେଣ୍ଡା ପ୍ରାଣ ହରାଇଥିଲା। କାରଣ ଅସ୍ପଷ୍ଟ ରହିଥିବା ଅସୁସ୍ଥତାରୁ ମୃତ୍ୟୁ ଘଟିଥିବା କୁହାଯାଇଛି। ବର୍ତ୍ତମାନ ନନ୍ଦନକାନନରେ ଆଉ ୬ଟି ଆନାକୋଣ୍ଡା ରହିଛନ୍ତି। ଗତ ଅକ୍ଟୋବର ୨୨ରେ ନନ୍ଦନକାନନକୁ ୮ଟି ଆନାକୋଣ୍ଡାଙ୍କୁ ଅଣାଯାଇଥିଲା । ପର୍ଯ୍ୟଟକଙ୍କ ମଧ୍ୟରେ ରୋମାଞ୍ଚ ଭରିବା ପାଇଁ ଆସିଥିବା ଆନାକୋଣ୍ଡାଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ ପାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.