Browsing Tag

nandankanan zoo

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନୂଆବର୍ଷରେ ନନ୍ଦନକାନନକୁ ଆସିବେ ଚିତା ଓ ଧଳା ସିଂହ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ଆସିବେ ନୂଆ ଅତିଥି। ନୂଆବର୍ଷରେ ନନ୍ଦନକାନନକୁ ନୂଆ ଅତିଥିଙ୍କ ହେବ ଆଗମନ। ପ୍ରାଣୀବିନିମୟ କାର୍ଯ୍ୟକ୍ରମରେ ଦୁବାଇ ସଫାଇ ପାର୍କରୁ ଆସିବେ ଚିତା ଓ ଧଳା ସିଂହ। କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ…

ନନ୍ଦନକାନନକୁ ଆସିବେ ନୂଆ ଅତିଥି, ବାଘ ଦେଇ ଗିବନ୍ ଆଣିବ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନକୁ ଆସିବେ ନୂଆ ଅତିଥି। ବାଘ ଦେଇ ଗିବନ୍‌ ଆଣିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନକୁ ଆସିବେ ଦୁଇଟି ବିରଳ ଉଲକ ଗିବନ ଓ ଚିତ୍ରା ବିରାଡ଼ି। ବଦଳରେ ଯିବେ ୨ ବାଘ ଓ ୩ କୁମ୍ଭୀର। ଅରୁଣାଚଳପ୍ରଦେଶ ଇଚ୍ଚାନଗର…

ନନ୍ଦନକାନନରେ ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର, ଉଦ୍ଧାର ପାଇଁ କର୍ମଚାରୀଙ୍କ ଉଦ୍ୟମ ଜାରି

ଭୁବନେଶ୍ବର(କେନ୍ୟୁଜ୍‌): ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀମାନେ ରହୁଥିବା ଖୁଆଡ ନମ୍ବର ୬୩ରେ ଏକ କୁମ୍ଭୀର ପଶିଯାଇଛି। ଖୁଆଡ ଭିତରୁ କୁମ୍ଭୀରକୁ ଉଦ୍ଧାର ପାଇଁ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି। ଖୁଆଡ ନମ୍ବର ୬୩ ଓ ୬୪ରେ ଥିବା ଜଲାଶୟରେ ପ୍ରାୟ…

ସାପ କାମୁଡ଼ିଲା ଗଙ୍ଗା ମରିଗଲା : ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସିଂହୀର ମୃତ୍ୟୁ, ଥାନାରେ ଏତଲା ଦେଲେ…

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନରେ ଦକ୍ଷିଣ ଆଫ୍ରିକୀୟ ସିଂହୀ ମୃତ୍ୟୁ ଘଟଣା। ଥାନାରେ ଏତଲା ଦେଲେ ଆନିମଲ୍‌ ୱେଲ୍‌ଫେୟାର ଟ୍ରଷ୍ଟର ମୁଖ୍ୟ ପୁରବୀ ପାତ୍ର। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି। ସେଣ୍ଟ୍ରାଲ ZOO ଅଥରିଟିର ଗାଇଡ୍‌ଲାଇନ୍‌ରେ…

ନନ୍ଦନକାନନରୁ ଆସିଲା ଦୁଃଖଦ ଖବର: ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ, ବିଷାକ୍ତ ସାପ ଦଂଶନ କରିଥିବା ସନ୍ଦେହ

ଭୁବନେଶ୍ବର(କେନ୍ୟୁଜ) :ନନ୍ଦନକାନନରୁ ଆସିଲା ଦୁଃଖଦ ଖବର । ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି। ନନ୍ଦନକାନନରେ ରହୁଥିବା ୧୫ ବର୍ଷୀୟ ଆଫ୍ରିକୀୟ ସିଂହିର ମୃତ୍ୟୁ ହୋଇଛି। ବିଷାକ୍ତ ସାପ କାମୁଡିଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ସିଂହିର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସିଂହି…

ନନ୍ଦନକାନନରେ ପାଣିପାଗ ଖରାପ: ଏକା ବେଳକେ ୧୨ ବନ୍ୟପ୍ରାଣୀ ଅସୁସ୍ଥ

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ ବନ୍ୟପ୍ରାଣୀ ଅସୁସ୍ଥ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଚିକିତ୍ସା ପରେ ବି ସେମାନଙ୍କର ସ୍ବାସ୍ଥ୍ୟବସ୍ଥାରେ କିଛି ଉନ୍ନତି ଆସୁନାହିଁ। ନିୟମିତ ଚିକିତ୍ସା ଚାଲିଛି । ତଥାପି ସେମାନେ ସୁସ୍ଥ ହେଉନଥିବାରୁ କର୍ତ୍ତୃପକ୍ଷଙ୍କ…

ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ । ଧଳା ବାଘୁଣୀ ରୁପା ଶାବକ ଜନ୍ମ ପରେ ତାକୁ ଅନାଦର କରିଥିଲା । ଏହି ବାଘଛୁଆ ସମେତ ତିନୋଟି ବାଘ ଛୁଆକୁ ତାଙ୍କ ମା’ ଠାରୁ ଅଲଗା କରି ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହେପାଜତରେ ରଖି କୃତ୍ରିମ ଖାଦ୍ୟ ଦେଇ ପାଳନ…

ନନ୍ଦନକାନନରେ ଥିବା ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର

ଭୁବନେଶ୍ବର(କେନ୍ଯୁଜ୍): ରକି ଗୁରୁତର। ନନ୍ଦନକାନନରେ ଥିବା ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର। OUAT ବିଶେଷଜ୍ଞ ଡାକ୍ତର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଛି। ଗତ ୪ ଦିନ ହେଲା ରକିକୁ ତରଳ ଝାଡା ହେବା ସହ ଜ୍ୱର…

ଆଜିଠୁ ପୁଣି ନନ୍ଦନକାନନରେ ଟୟ ଟ୍ରେନ୍‌ର ମଜା, ଜଣକ ପିଛା ଟିକେଟ ମୂଲ୍ୟ ୪୦ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ପୁଣି ଟୟ ଟ୍ରେନ୍‌ର ମଜା। ଆଜିଠୁ ପୁଣି ଗଡିଛି ଟୟ ଟ୍ରେନ୍‌। ଦିନକୁ ୬ଟି ଟ୍ରିପ୍‌ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ। ଟ୍ରେନ୍‌ ଚାଲିବାର ଅଧଘଣ୍ଟା ଆଗରୁ ମିଳିବ ଟିକେଟ୍‌। ଜଣକ ପିଛା ଟିକେଟ ମୂଲ୍ୟ ରହିଛି ୪୦ଟଙ୍କା। ପ୍ରତି…

ଆଜିଠୁ ନନ୍ଦନକାନନରେ ମିଳିବ ଟୟ ଟ୍ରେନ୍‌ର ମଜା, ୪୦ ଟଙ୍କାରେ ବୁଲିପାରିବେ ୩୦ ମିନିଟ୍‌

ଭୁବନେଶ୍ବର(କେନ୍ଯୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ନନ୍ଦନକାନନରେ ମିଳିବ ଟୟ ଟ୍ରେନ୍‌ର ମଜା। ୬୭ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆଜି ଉଦଘାଟିତ ହେବ ଟୟ ଟ୍ରେନ । ୮ବର୍ଷ ପରେ ପର୍ଯ୍ୟଟକମାନେ ଟଏ ଟ୍ରେନରେ ବୁଲିବା ସହ, କାଞ୍ଜିଆ ହ୍ରଦ, ଜଳହସ୍ତୀ ଖୁଆଡ଼, ତୃଣଭୋଜି ଖୁଆଡ଼ ଆଦି…

ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ !

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍। ବର୍ଷା ଫଳରେ ରାସ୍ତାରେ କାଦୁଅ ଯୋଗୁଁ ପାଖାପାଖି ୧୫ରୁ ୨୦ ମିନିଟ୍ ପାଇଁ ସଫାରୀ ଭିତରେ ଫସି ରହିଗଲା ବସ୍। ଯାହାଫଳରେ ଆଉ ଏକ ବସ୍ ଯାଇ ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ନନ୍ଦନକାନନ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜିଠୁ ନନ୍ଦନକାନନ ଜଙ୍ଗଲ ସଫାରିକୁ ଚାଲିଲା ବସ୍‌

ଭୁବନେଶ୍ବର(କେନ୍ଯୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଚାଲିଲା ଜଙ୍ଗଲ ସଫାରିକୁ ବସ୍‌ । ଦେଢ ବର୍ଷ ପରେ ପୁଣି ଥରେ ବସ୍‌ ସେବା ଆରମ୍ଭ ହୋଇଛି । ୨୦୨୦ ମାର୍ଚ୍ଚ ୧୫ରୁ ଜଙ୍ଗଲ ସଫାରୀ ବନ୍ଦ ପଡିଥିଲା । ନନ୍ଦନକାନନର ପଛପଟ ୯ନମ୍ବର ଗେଟ ନିକଟରେ ନୂଆ କରି ତିଆରି ହୋଇଥିବା ନୂତନ…