ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ !

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍। ବର୍ଷା ଫଳରେ ରାସ୍ତାରେ କାଦୁଅ ଯୋଗୁଁ ପାଖାପାଖି ୧୫ରୁ ୨୦ ମିନିଟ୍ ପାଇଁ ସଫାରୀ ଭିତରେ ଫସି ରହିଗଲା ବସ୍।

ଯାହାଫଳରେ ଆଉ ଏକ ବସ୍ ଯାଇ ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ନନ୍ଦନକାନନ ଉପନିର୍ଦ୍ଦେଶକ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.