Below header
Browsing Tag

nandankanan zoo

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ ତମ ପ୍ରତିଷ୍ଠା ଦିବସ, ବିଭିନ୍ନ ସଫାରୀ ଓ ବସଷ୍ଟାଣ୍ଡ ଉଦଘାଟନ ନେଇ ରହିଛି…

ନନ୍ଦନକାନନ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ସଜେଇ ହୋଇଛି ନନ୍ଦନକାନନ । ପର୍ଯ୍ୟଟକଙ୍କୁ ନୂଆ ବର୍ଷର ବିଭିନ୍ନ ଭେଟି ଦେବ ପ୍ରାଣୀ ଉଦ୍ୟାନ । ୨୦୨୦ ଜାନୁଆରୀ ୯ ତାରିଖରେ ଧଳା ବାଘୁଣୀ ସ୍ନେହା ଜନ୍ମ ଦେଇଥିବା ୨ଟି ଧଳା ଓ ସାଧାରଣ ବାଘ ଛୁଆର ନାମକରଣ…

ନନ୍ଦନକାନରେ କଲରାପତରିଆ ବାଘ ସୁରଜର ମୃତ୍ୟୁ, ରକ୍ତ ସଂକ୍ରମଣ ସହ ବିିିଭିନ୍ନ ରୋଗରେ ଥିଲା ପୀଡିତ

ଭୁବନେଶ୍ବର: ନନ୍ଦନକାନରେ କଲରାପତରିଆ ବାଘର ମୃତ୍ୟୁ । ଗତକାଲି ରାତି ୧୧ଟାରେ ସୁରଜର ମୃତ୍ୟୁ ହୋଇଛି । ଗତ ଏକ ମାସ ହେଲା ସେ ରକ୍ତ ସଂକ୍ରମଣ ସହ ବିିିଭିନ୍ନ ରୋଗରେ ପୀଡିତ ଥିଲା । ତେବେ ଗତକାଲି କଲରାପତରିଆ ବାଘଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ୨୦୦୪ ମସିହାରେ ସୁରଜକୁ…

ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡାର ମୃତ୍ୟୁ। ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଦୁଇ ଦିନ ତଳେ ଆଉ ଗୋଟିଏ ଆନାକେଣ୍ଡା ପ୍ରାଣ ହରାଇଥିଲା। କାରଣ ଅସ୍ପଷ୍ଟ ରହିଥିବା ଅସୁସ୍ଥତାରୁ ମୃତ୍ୟୁ ଘଟିଥିବା କୁହାଯାଇଛି। ବର୍ତ୍ତମାନ ନନ୍ଦନକାନନରେ ଆଉ ୬ଟି ଆନାକୋଣ୍ଡା ରହିଛନ୍ତି। ଗତ…

ହାତୀ ମୃତ୍ୟୁ ଘଟଣା, ନନ୍ଦନକାନନରେ ଖୋଲିବ ‘ପାଥୋ ୟୁନିଟ୍‌’

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନରେ ଖୋଲିବ ‘ପାଥୋ ୟୁନିଟ୍‌’ । ୟୁନିଟ୍‌ରେ ରହିବେ ଜଣେ ଡାକ୍ତର,୨ ଟେକ୍ନିସିଆନ୍‌ । ପ୍ରାଣୀ ଉଦ୍ୟାନର ପଶୁପକ୍ଷୀଙ୍କ ରୋଗର ପ୍ରାଥମିକ ପରୀକ୍ଷା ଏହି ୟୁନିଟରେ ହେବ । ପରେ OUATରେ ପରୀକ୍ଷା କରାଯିବ । ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣା ନେଇ ବୈଠକରେ…