Below header

ପ୍ରାଇଭେଟ ଆମ୍ବୁଲାନ୍ସରେ ନିଶାଡ଼ିଙ୍କ ଆଡ୍ଡା, ବେଧଡ଼କ କରୁଛନ୍ତି ବ୍ରାଉନସୁଗାର ସେବନ

ଭଦ୍ରକ(କେନ୍ୟୁଜ୍):  ରୋଗୀ ଜୀବନ ସହ ଖେଳ। ଆମ୍ବୁଲାନ୍ସ ଭିତରେ ଚାଲିଛି ଧଳା ଜହର ସେବନ। ଆମ୍ବୁଲାନ୍ସକୁ ସୁରକ୍ଷା କବଚ ଭାବେ ବ୍ୟବହାର କରି ବ୍ରାଉନସୁଗାର ଖାଉଛନ୍ତି ଯୁବକ। ଭଦ୍ରକ ଚରମ୍ପା ବଉଳପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

bhadrak

ଏହାର ଭିଡିଓ ଭାଇରାଲ ହୋଇଛି। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସରେ ଡ୍ରାଇଭର ଓ ସହଯୋଗୀ ଏପରି ନିଶା ସେବନ କରୁଛନ୍ତି। ଆମ୍ବୁଲାନ୍ସ କର୍ମଚାରୀ ଏପରି ନିଶା ସେବନ କରୁଥିବାରୁ ରୋଗୀ କିପରି ସୁରକ୍ଷିତ ଯାତ୍ରା କରିବେ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.