Below header

ବ୍ରିଜରୁ ଖସି ପଡି ନଦୀରେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ବ୍ରିଜରୁ ଖସି ନଦୀରେ ଭାସିଗଲେ ଯୁବକ । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ଅଂଚଳରେ ଅଘଟଣ ଘଟିଛି। ନିଖୋଜ ଯୁବକ ହେଲେ ଲଣ୍ଡାଗାଁ ପଂଚାୟତ କର୍ଣ୍ଣିବେଡା ଗାଁର ଚୈତନ୍ୟ ନାୟକ ।

ବ୍ରିଜରୁ ଖସି ନଦୀରେ ଭାସିଗଲେ ଯୁବକ । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ଅଂଚଳରେ ଅଘଟଣ ଘଟିଛି। ନିଖୋଜ ଯୁବକ ହେଲେ ଲଣ୍ଡାଗାଁ ପଂଚାୟତ କର୍ଣ୍ଣିବେଡା ଗାଁର ଚୈତନ୍ୟ ନାୟକ । ଆଜି ସକାଳ ୮ଟାରେ ଯୁବକ ଜଣକ ମୁଠାବାଲି ବ୍ରିଜରେ ବସିଥିଲେ । ଅସାବଧାନତା ଯୋଗୁ ଖଡଗ୍ ନଦୀରେ ଖସି ପଡିଥିଲେ । ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ । ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.