Browsing Tag

108 hanuman temple

ଏଠାରେ ୧୦୮ ଥର ବେଢ଼ା ପରିକ୍ରମା କଲେ ପୂରଣ ହୁଏ ଭକ୍ତର ସବୁ ଇଚ୍ଛା, ଦୂର ହୋଇଯାଏ ସବୁ ସଙ୍କଟ

ଇଶ୍ୱର ବିଶ୍ୱାସୀ ମଣିଷ ନିଜ ଭଗବାନଙ୍କକୁ ଯେତିକି ପୂଜା କରନ୍ତି ସେତିକି ଶ୍ରଦ୍ଧା ମଧ୍ୟ କରନ୍ତି। ସେମାନଙ୍କର ବିଶ୍ୱାସ ଥାଏ ଯେ ପ୍ରଭୁଙ୍କୁ ନିମିତ୍ତ ପୂଜା କରି ନିଜ କଷ୍ଟ ବଖାଣିଲେ ପ୍ରଭୁ ତାଙ୍କର ସବୁ ସମସ୍ୟାକୁ ଦୂର କରି ସମସ୍ତ ମନୋକାମନା ପୂର୍ଣ୍ଣ କରିବେ। ତେଣୁ କିଛି ଜଣ ଯେଉଁମାନେ…