ନିର୍ବାଚନ ପୂର୍ବରୁ ଛତିଶଗଡରେ ଏନକାଉଣ୍ଟର, ଦୁଇ ନକ୍ସଲଙ୍କ ମୃତ୍ୟୁ
ନିର୍ବାଚନ ପୂର୍ବରୁ ଛତିଶଗଡରେ ଏନକାଉଣ୍ଟର। ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଶନିବାର ସକାଳ ୮ଟା ବେଳେ କୋୟଲିବେଡା ଥାନା ଅନ୍ତର୍ଗତ ଜଙ୍ଗଲରେ ଡିଆରଜି ଜୱାନଙ୍କ ସର୍ଚ୍ଚ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଥିଲା।…