Below header
Browsing Tag

5 arrested

ନବରଙ୍ଗପୁରରେ ଏଟିଏମ ଲୁଟ୍ ଘଟଣା, ୫ ଅଟକ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁରରେ ଏଟିଏମ ଲୁଟ୍ ଘଟଣାରେ ୫ ଅଟକ । ୫ଜଣଙ୍କୁ ଅଟକ ରଖି ନବରଙ୍ଗପୁର ଟାଉନ ଥାନା ପୋଲିସ  । ନବରଙ୍ଗପୁର ସଦର ବ୍ଳକ କାର୍ଯ୍ୟାଳୟ ପାଖ ଏଟିଏମରୁ ଲୁଟ୍ ହୋଇଛି । ବାହାରେ ସଟର୍ ପକାଇ ଭିତରେ ଲୁଟିଥିଲେ ଦୁର୍ବୃତ୍ତ । ଗତକାଲି ରାତିରେ ଏଟିଏମ୍ ଭିତରେ ପଶି ମେସିନ୍…

ପୋଲିସ କବଜାରେ ଜମି ପଜେସନ ଗ୍ୟାଙ୍ଗ, ୪ଜଣ ବାଉନସର ସମେତ ୫ ଗିରଫ

ପୋଲିସ କବଜାରେ ଜମି ପଜେସନ ଗ୍ୟାଙ୍ଗ । ୪ଜଣ ବାଉନସର ସମେତ ୫ ଜଣଙ୍କୁ ଗିରଫ କଲା ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା । ଅଭିଯୋଗ ଅନୁଯାୟୀ, ମାନସ ବେହେରାଙ୍କୁ ଜମିରୁ ବାହାର କରି ଜମି ଅନ୍ୟ ଲୋକଙ୍କୁ ଦିଆଯାଇଥିଲା । ଗିରଫ ଅଭିଯୁକ୍ତମାନେ ନିଜକୁ ଲୋକାଲ ଲୋକ, ଦାଦା କହି ଧମକ ଦେଉଥିଲେ ।…