ନବରଙ୍ଗପୁରରେ ଏଟିଏମ ଲୁଟ୍ ଘଟଣା, ୫ ଅଟକ

ନବରଙ୍ଗପୁରରେ ଏଟିଏମ ଲୁଟ୍ ଘଟଣାରେ ୫ ଅଟକ। ୫ଜଣଙ୍କୁ ଅଟକ ରଖି ନବରଙ୍ଗପୁର ଟାଉନ ଥାନା ପୋଲିସ । ନବରଙ୍ଗପୁର ସଦର ବ୍ଳକ କାର୍ଯ୍ୟାଳୟ ପାଖ ଏଟିଏମରୁ ଲୁଟ୍ ହୋଇଛି। ବାହାରେ ସଟର୍ ପକାଇ ଭିତରେ ଲୁଟିଥିଲେ ଦୁର୍ବୃତ୍ତ ।

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁରରେ ଏଟିଏମ ଲୁଟ୍ ଘଟଣାରେ ୫ ଅଟକ । ୫ଜଣଙ୍କୁ ଅଟକ ରଖି ନବରଙ୍ଗପୁର ଟାଉନ ଥାନା ପୋଲିସ  । ନବରଙ୍ଗପୁର ସଦର ବ୍ଳକ କାର୍ଯ୍ୟାଳୟ ପାଖ ଏଟିଏମରୁ ଲୁଟ୍ ହୋଇଛି । ବାହାରେ ସଟର୍ ପକାଇ ଭିତରେ ଲୁଟିଥିଲେ ଦୁର୍ବୃତ୍ତ । ଗତକାଲି ରାତିରେ ଏଟିଏମ୍ ଭିତରେ ପଶି ମେସିନ୍ ଭାଙ୍ଗିବା ସହ ଟଙ୍କା ଲୁଟି ନେଇଛନ୍ତି । କଟରରେ ATM କାଟିଥିବାରୁ ନିଆଁ ଲାଗିଯାଇଥିଲା ।

ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିଛି ଟଙ୍କା ପୋଡ଼ିଯାଇଥିବାବେଳେ କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନାହିଁ । ସୂଚନା ଅନୁସାରେ, ଏଟିଏମ୍ ମେସିନ ଥିବା ଘରର ସଟର ତାଲା ଭାଙ୍ଗି ଭିତରକୁ ପଶିଥିଲେ ଚୋର । ଏହାପରେ ସଟର ପକାଇ ଭିତରେ ମେସନ ତାଡ଼ି ଟଙ୍କା ଚୋରି କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.