Browsing Tag

atm loot

ଟଙ୍କା ଲୁଟିଲେ ଏଟିଏମରେ ଟଙ୍କା ଭରୁଥିବା କର୍ମଚାରୀ, ୧୦ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜେଲ ଗଲେ ୫ ଅଭିଯୁକ୍ତ

କଳାହାଣ୍ଡି : ଏଟିଏମ ଟଙ୍କା ଲୁଟିଲେ ଏଟିଏମରେ ଟଙ୍କା ଭରୁଥିବା ସଂସ୍ଥାର କର୍ମଚାରୀ । ୧୦ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜେଲ ଗଲେ ୫ ଅଭିଯୁକ୍ତ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ସିକ୍ୟୋର୍ ଭେଲ୍ୟୁ ଇଣ୍ଡିଆ ଲିମିଟେଡର ୫କର୍ମଚାରୀ ଜେଲ ଯାଇଛନ୍ତି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଏଟିଏମରେ…

ପୁଣି ରାଜଧାନୀରେ ଏଟିଏମ୍ ଲୁଟେରା, ଏଟିଏମ୍ କୁ ତାଡି ନେଇଥିବା ଦୃଶ୍ୟ ସି ସି କ୍ୟାମେରାରେ କଏଦ

ଭୁବନେଶ୍ୱର : ରାଜଧାନୀରେ କମିଶନରେଟ ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ । ଟଙ୍କା ଭର୍ତ୍ତି ATM ମେସିନ ଟେକି ନେଇଗଲେ ଦୁବୃର୍ତ୍ତ । ଦେଖନ୍ତୁ ସିସିଟିଭିରେ ଥିବ ଲୁଟର ଏହି ଦୃଶ୍ୟକୁ । କିଭଳି ଅପରାଧୀ ମୁଖା ପିନ୍ଧି ତାଡି ନେଉଛନ୍ତି ଏଟିଏମ୍ କୁ  । ଏମିତି  ଘଟଣା ଦେଖିବାକୁ ମିଳିଛି…

ଭୁବନେଶ୍ୱରରେ ATM ଲୁଟ୍, ଟଙ୍କା ସହ ତାଡ଼ି ନେଲେ ମେସିନ୍

ଭୁବନେଶ୍ୱର : ଟଙ୍କା ସହ ତାଡ଼ିନେଲେ ATM ମେସିନ୍ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗରୀ ସ୍ଥିତ SBI ATMରୁ ହୋଇଛି ଲୁଟ୍ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ହେଲେ ATMରେ କେତେ ଟଙ୍କା ଥିଲା ତାହା ଅସ୍ପଷ୍ଟ । ଗତକାଲି ରାତିରେ ଘଟିଛି ଏହି ଘଟଣା । କେବଳ ଟଙ୍କା ଲୁଟ୍…

ଏଟିଏମ ଲୁଟ ଉଦ୍ୟମ ବିଫଳ, ସଟରର ତାଲା ନ ଖୋଲିବାରୁ ଫେରିଗଲେ ଲୁଟେରା

କାମାକ୍ଷାନଗର: ଏଟିଏମ ଲୁଟ ଉଦ୍ୟମ ବିଫଳ । ଢେଙ୍କାନାଳ -କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଏଟିଏମ ଲୁଟ ଉଦ୍ୟମ ।  ଏଟିଏମର ସଟରର ତାଲା ନ ଖୋଲିବାରୁ ଲୁଟ୍ ନ କରି ଫେରିଗଲେ ଲୁଟେରା । ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଗତକାଲି…

ପେଟ୍ରୋଲ ପମ୍ପ ନିକଟରେ ଥିବା ଏସବିଆଇ ଏଟିଏମ ଭାଙ୍ଗିଲେ ଦୁର୍ବୁତ୍ତ, ପୋଲିସର ତଦନ୍ତ

ଯାଜପୁର - ଏଟିଏମ ଭାଙ୍ଗିଲେ ଦୁର୍ବୁତ୍ତ। ଯାଜପୁର ଜିଲା ଧର୍ମଶାଳା ଥାନା କାଏମା ପେଟ୍ରୋଲ ପମ୍ପ ନିକଟରେ ଥିବା ଏସବିଆଇ ଏଟିଏମକୁ ଗତକାଲି ରାତିରେ ଦୁର୍ବୁତ୍ତ ଭାଙ୍ଗି ଚମ୍ପଟ ମାରିଛନ୍ତି । ଆଜି ସକାଳୁ ଏଟିଏମ ଭାଙ୍ଗିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏଟିଏମ ମେସିନର…

ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷରୁ ଅଧିକ ଟଙ୍କା, କ୍ଲୋଜ ସର୍କିଟ କ୍ୟାମେରାରେ ସ୍ପ୍ରେ କଲେ ରଙ୍ଗ

ସୁନ୍ଦରଗଡ଼ : ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷରୁ ଅଧିକ ଟଙ୍କା । ସୁନ୍ଦରଗଡ଼ ଟାଉନ ଥାନା ରଙ୍ଗାଢିପା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଅଭିନବ ଉପାୟରେ ଲୁଟ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ବେଳେ ଘଟଣା ସଂପର୍କରେ ଆଜି ଜଣାପଡିଛି । ଜଣେ ଗ୍ରାହକ ଏଟିଏମରୁ ଟଙ୍କା…

ଲୁଟେରାଙ୍କ ଟାର୍ଗେଟରେ ବୃଦ୍ଧବୃଦ୍ଧା, ATM କାର୍ଡ ବଦଳାଇ ଆକାଉଣ୍ଟରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଆନନ୍ଦପୁର: ଲୁଟିବା ପାଇଁ ସବୁବେଳେ ନୂଆ ନୂଆ ଉପାୟକୁ ଆପଣାଉଛନ୍ତି ଲୁଟେରା । ଏବେ ଲୁଟେରାଙ୍କ ଟାର୍ଗେଟରେ ବୃଦ୍ଧବୃଦ୍ଧା । ବୟସ୍କ ଲୋକଙ୍କ ଠାରୁ କେମିତି ଟଙ୍କା ଲୁଟିବେ ସେହି ଚିନ୍ତାରେ ଲୁଟେରା ରହୁଛନ୍ତି । ଆଉ ସୁଯୋଗ ପାଇଲେ ଟଙ୍କା ଲୁଟି ଫେରାର ମାରୁଛନ୍ତି । ଏମିତି ଏକ ଲୁଟେରା ଅତି…

ଏବେ ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍: ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ଥମିବାର ନାଁ ନେଉନି ଲୁଟେରାଙ୍କ ଆତଙ୍କ । ଏବେ ମାତିଛନ୍ତି ଏଟିଏମ ଲୁଟେରା । ଦିନକୁ ଦିନ ବଢ଼ିଚାଲିଛି ଏହି ଲୁଟେରାଙ୍କ ବିତ୍ପାତ୍‌ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ…

ପଣ୍ଡ ହେଲା ATM ଲୁଟ୍ ଉଦ୍ୟମ, ଘର ମାଲିକଙ୍କ ପାଟି ଶୁଣି ଦୁର୍ବୃତ୍ତ ଫେରାର

ଆନନ୍ଦପୁର (କେନ୍ୟୁଜ): ପଣ୍ଡ ହେଲା ATM ଲୁଟ୍ ଉଦ୍ୟମ  । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚିମିଲା ସ୍ଥିତ SBI ATMରୁ ଲୁଟ୍ ବେଳେ ଘର ମାଲିକଙ୍କ ପାଟି ଶୁଣି ଦୁବୃର୍ତ୍ତଙ୍କ ଉଦ୍ୟମ ଫେଲ ମାରିଛି । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି। ଗତକାଲି ରାତିରେ କିଛି ଦୁର୍ବୃତ୍ତମାନେ…

ନବରଙ୍ଗପୁରରେ ଏଟିଏମ ଲୁଟ୍ ଘଟଣା, ୫ ଅଟକ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁରରେ ଏଟିଏମ ଲୁଟ୍ ଘଟଣାରେ ୫ ଅଟକ । ୫ଜଣଙ୍କୁ ଅଟକ ରଖି ନବରଙ୍ଗପୁର ଟାଉନ ଥାନା ପୋଲିସ  । ନବରଙ୍ଗପୁର ସଦର ବ୍ଳକ କାର୍ଯ୍ୟାଳୟ ପାଖ ଏଟିଏମରୁ ଲୁଟ୍ ହୋଇଛି । ବାହାରେ ସଟର୍ ପକାଇ ଭିତରେ ଲୁଟିଥିଲେ ଦୁର୍ବୃତ୍ତ । ଗତକାଲି ରାତିରେ ଏଟିଏମ୍ ଭିତରେ ପଶି ମେସିନ୍…

ସଟର କାଟି ଏଟିଏମ୍ ମେସିନ ଭାଙ୍ଗିଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ଚାଲିଛି ତଦନ୍ତ

ନବରଙ୍ଗପୁର (କେନ୍ୟୁଜ): ଏଟିଏମରୁ ଲୁଟ୍ । ସଟର କାଟି ଏଟିଏମ୍ ମେସିନ ଭାଙ୍ଗିଲେ ଦୁର୍ବୃତ୍ତ । ନବରଙ୍ଗପୁର ସଦର ବ୍ଳକ କାର୍ଯ୍ୟାଳୟ ପାଖ ଏଟିଏମରୁ ଲୁଟ୍ ହୋଇଛି। ଗତକାଲି ରାତିରେ ଏଟିଏମ୍ ଭିତରେ ପଶି ମେସିନ୍ ଭାଙ୍ଗିବା ସହ ଟଙ୍କା ଲୁଟି ନେଇଛନ୍ତି । କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି…

ପୁଣି ଏଟିଏମ୍‌ ରୁ ଲୁଟ୍‌ , କଟରରେ କାଟି ଲୁଟିନେଲେ ଟଙ୍କା

କେନ୍ଦୁଝର(କେନ୍ୟୁଜ୍‌) : କଟରରେ କାଟି ଏଟିଏମ୍‌ (ATM)ରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ଯୋଡ଼ାର ବନେଇ କଳା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍‌ (ATM)ରୁ ଲୁଟ୍ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତ ଏହି ଲୁଟ୍ କରିଥିବା ଜଣା ପଡିଛି । ସକାଳେ ଏକଥା ଜଣା ପଡିଥିଲା । ତେବେ କେତେ ଟଙ୍କା ଲୁଟ୍‌…