Browsing Tag

atm loot

ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ହେଲେ ସମ୍ମାନିତ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ବର(କେନ୍ୟୁଜ୍):   ଭୁବନେଶ୍ୱର ଭିଏସଏସ ନଗରରେ ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ସମ୍ମାନିତ । ଜଣେ ଏସପିଓ ଓ ୨ ଜଣ କନେଷ୍ଟବଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ଡିସିପି । ଗତ ୧୩ ତାରିଖ ରାତି ଅଧରେ ଲୁଟେରାଙ୍କୁ ୨ ଘଣ୍ଟା ଧରି ସାହସର ସହିତ ପୋଲିସ…

ATM ଲୁଟ୍ ବେଳେ ଲୁଟେରାଙ୍କୁ ମାଡି ବସିଲା ପୋଲିସ, ୩ଘଣ୍ଟା ପରେ ହେଲେ କାବୁ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ATM ଲୁଟ୍ କୁ ପଣ୍ଡ କଲା ପୋଲିସ। ଗତକାଲି ବିଲମ୍ବିତ ରାତିରେ ସୈନିକ ସ୍କୁଲ ପଛପଟେ ଥିବା sbi ATM ଲୁଟ ପାଇଁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ। ଲୁଟେରାଙ୍କୁ ୩ଘଣ୍ଟା ଧରି ପିଛା କଲା କମିଶନରେଟ୍ ପୋଲିସର ୭ଟି ପିସିଆର ଭ୍ୟାନ୍ । ଶେଷରେ ଚନ୍ଦ୍ରଶେଖରପୁର…

ବନ୍ଧୁକ ଦେଖାଇ ଲୁଟ୍‌: ATMର ସଟର କାଟି ଲକ୍ଷାଧିକ ଟଙ୍କା ନେଇ ଦୁର୍ବୃତ୍ତ ଛୁ

ରାଇରଙ୍ଗପୁର(କେନ୍ୟୁଜ୍): ବନ୍ଧୁକ ଦେଖାଇ ଲୁଟ୍‌ । ବିଳମ୍ବିତ ରାତିରେ ATMର ସଟର କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ରାଇରଙ୍ଗପୁର ବହଳଦା ଥାନା ମୋରଣ୍ଡା ଗାଁର SBI ATM ର ସଟର୍‌ କାଟି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । ପ୍ରାୟ ୪ଲକ୍ଷ ଟଙ୍କା ଲୁଟ୍‌ କରି ଦୁର୍ବୃତ୍ତ ଫେରାର…

ଯାଜପୁର ନେଉଳପୁର ବଜାରରୁ ସଟର୍‌ ଭାଙ୍ଗି ଏସବିଆଇ ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ

ଯାଜପୁର(କେନ୍ୟୁଜ୍): ଏଟିଏମ୍‌ ମେସିନ୍‌ ଲୁଟ୍‌ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ବଜାରରେ ଥିବା ଏସବିଆଇ ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ । ଗତକାଲି ରାତିରେ ସଟର୍‌ ଭାଙ୍ଗି ମେସିନ୍‌ ଲୁଟି ନେଇଛନ୍ତି ଲୁଟେରା। ଆଜି ସକାଳୁ ଜଣେ ବ୍ୟବସ୍ଥାୟୀ ତାଲା ଭଙ୍ଗାଯାଇଥିବା…

ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌, ରାୟ ଶୁଣାଇଲେ ବସ୍ତା ଜେମଏଫସି କୋର୍ଟ

ଜଳେଶ୍ୱର(କେନ୍ୟୁଜ): ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ । ରାୟ ଶୁଣାଇଲେ ବସ୍ତା ଜେମଏଫସି କୋର୍ଟ । ଗତ ୨୦୧୯ ମସିହା ମାର୍ଚ୍ଚ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା କାଣ୍ଡଗାଆଁ ସ୍ଥିତ ଏସବିଆଇ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ନେଇ ସିଂଲା ଥାନାରେ ଅଭିଯୋଗ…

ଗ୍ୟାସ୍ କଟରରେ ଏଟିଏମ୍‌ ମେସିନ୍‌ କାଟି ଟଙ୍କା ଲୁଟ୍‌, ସିସି କ୍ୟାମେରା ଜବତ କରି ତଦନ୍ତ ଆରମ୍ଭ

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ପଦ୍ମପୁର ହାଟ ସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଅଭିଯୋଗ । ଗ୍ୟାସ୍ କଟରରେ ଏଟିଏମ୍‌ ମେସିନ୍‌ କାଟି ଟଙ୍କା ଲୁଟ୍‌ ହୋଇଛି । ସଦର ଥାନା ହଲଦୀପଦା ଫାଣ୍ଡି ଅଧିନସ୍ଥ ପଦ୍ମପୁର ହାଟରେ ଥିବା ଏସବିଆଇ ଏଟିଏମରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।…

ସୁନାବେଡା ହାଲ୍‌ ପରିସର R zoneରେ ଥିବା ATMରୁ ଲୁଟ ଉଦ୍ୟମ ବିଫଳ, ସାଇରନ ବାଜିବାରୁ ଖସି ପଳାଇଲା ଲୁଟେରା

କୋରାପୁଟ(କେନ୍ୟୁଜ୍‌): ସୁନାବେଡା ହାଲ୍‌ ପରିସର R zoneରେ ଥିବା SBI ATMରୁ ଲୁଟ ଉଦ୍ୟମ ବିଫଳ । ଗତକାଲି ରାତି ୨ଟାରେ ଲୁଟେରା ପ୍ରଥମେ ଏଟିଏମ ଉପର ଡୋର ଓ ପରେ ତଳ ଡୋର ପଟୁ ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସଟର ଭାଙ୍ଗି ଲୁଟ ଉଦ୍ୟମ ବେଳେ ହଠାତ ସାଇରନ ବାଜିବାରୁ ଲୁଟେରା…

ଲିଙ୍ଗିପୁର ATM ଲୁଟ୍‌ ଘଟଣା: ବାଂଲାଦେଶୀ ଲୁଟେରା ଖୋକନ ମଲ୍ଲାର ଆଜି ସରିଲା ୩ ଦିନିଆ ରିମାଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ATM ଲୁଟ୍‌ ଘଟଣାରେ ବାଂଲାଦେଶୀ ଲୁଟେରା ଖୋକନ ମଲ୍ଲାର ଆଜି ୩ ଦିନିଆ ରିମାଣ୍ଡ ସରିଲା। ତାକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନିଆଯାଇଥିଲା। ଖୋକନକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳର ୨ଟି ଡକାୟତି ମାମଲାରେ…

ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍‌ ଡକାୟତି ମାମଲା: କ୍ରାଇମସିନ୍‌ ରିକ୍ରିଏସନ୍‌ କଲା କମିଶନରେଟ ପୋଲିସ୍

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍‌ ଡକାୟତି ମାମଲା । କ୍ରାଇମସିନ୍‌ ରିକ୍ରିଏସନ୍‌ କଲା କମିଶନରେଟ ପୋଲିସ । ଘଟଣାସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ। ଲିଙ୍ଗିପୁର ଇନ୍ଦିରା କଲୋନୀର ଏସବିଆଇ ଏଟିଏମ କିଭଳି ତାଡିଥିଲେ। ଦୟାନଦୀ କୂଳରେ ATM କେମିତି ଫିଙ୍ଗିିଲେ।…

ଦୟା ଦଦୀ କୂଳରୁ ଭଙ୍ଗା ଏଟିଏମ୍ ଉଦ୍ଧାର, ଟଙ୍କା ଲୁଟି ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

ଭୁବନେଶ୍ୱର (କେନ୍ୟୁଜ): ଦୟା ନଦୀ କୂଳରୁ ମିଳିଲା ଲୁଟ୍‌ ATM ମେସିନ । ଘଟଣାସ୍ଥଳରୁ ଲୁଟ୍‌ରେ ବ୍ୟବହୃତ ପିକଅପ ଭ୍ୟାନ୍‌ ମଧ୍ୟ ଜବତ କରାଯାଇଥିବା ଭୁବନେଶ୍ୱର DCP ସୂଚନା ଦେଇଛନ୍ତି । ଭଙ୍ଗା ଏଟିଏମ ମେସିନ୍‌ ମିଳିଥିବା ବେଳେ ATMରୁ ୨୩ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏହି ଲୁଟ୍‌ ଘଟଣାରେ…

ରାଜଧାନୀରେ ଏଟିଏମ୍‌ ମେସିନ୍‌ ଲୁଟିନେଲେ ଦୁର୍ବୃତ୍ତ, ଥିଲା ପ୍ରାୟ ୨୦ରୁ ୨୫ଲକ୍ଷ ଟଙ୍କା !

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ମାତିଲେ ଲୁଟେରା । ଏଟିଏମ୍‌ ମେସିନ୍‌ ଲୁଟିନେଲେ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍‌ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଏଟିଏମ୍‌ ଭିତରେ ଓ ବାହାରେ ଟେଣ୍ଟ…

ଏଟିଏମ୍ ରୁ ୯୦ ହଜାର ଟଙ୍କା ଲୁଟ୍ କରିବା ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଜଳେଶ୍ଵର(କେନ୍ଯୁଜ୍): ଏଟିଏମ୍ ରୁ ଲୁଟ୍ କରିବା ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ସ୍ଥିତ ପବନ କମ୍ପ୍ଲେକ୍ସ ରେ ଥିବା ହିଟାଚି ଏଟିଏମରେ। ସୂଚନା ମୁତାବକ, ଗତକାଲି ରାତିରେ ୯୦ ହଜାର ଟଙ୍କା ଲୁଟି…