Below header

ଲିଙ୍ଗିପୁର ATM ଲୁଟ୍‌ ଘଟଣା: ବାଂଲାଦେଶୀ ଲୁଟେରା ଖୋକନ ମଲ୍ଲାର ଆଜି ସରିଲା ୩ ଦିନିଆ ରିମାଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ATM ଲୁଟ୍‌ ଘଟଣାରେ ବାଂଲାଦେଶୀ ଲୁଟେରା ଖୋକନ ମଲ୍ଲାର ଆଜି ୩ ଦିନିଆ ରିମାଣ୍ଡ ସରିଲା। ତାକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନିଆଯାଇଥିଲା। ଖୋକନକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳର ୨ଟି ଡକାୟତି ମାମଲାରେ ପଚରାଉଚରା କରାଯାଇଛି। ସେହିଭଳି ଭଦ୍ରକ ଅଞ୍ଚଳର ବ୍ୟବସାୟୀଙ୍କୁ ଡକାୟତି ଓ ହତ୍ୟା ଘଟଣାରେ ମଧ୍ୟ ତାକୁ ପଚରାଉଚରା କରିଛି । ପୂର୍ବରୁ ଖୋକନ୍‌ ଓ ତାର ସହଯୋଗୀକୁ ୫ ଦିନିଆ ରିମାଣ୍ଡରେ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.