Browsing Tag

atm lootera

ଝରକା କାଟି ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଜଳେଶ୍ଵର : କେତେବେଳେ ବନ୍ଧୁକ ଦେଖାଇ ତ କେତେବେଳେ ସ୍କାଏ ଲାଇଟ ଭାଙ୍ଗି କରୁଛନ୍ତି ଲୁଟ୍ । ଦିନ ଦ୍ୱିପ୍ରହରରେ ହଉ କି ବିଳମ୍ବିତ ରାତିରେ ବେଧଡ଼କ ଭାବେ ଲୁଟ୍ କରୁଛନ୍ତି ଲୁଟେରା । ଲୁଟେରାମାନେ ଲୁଟିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏମାନଙ୍କର ନା ଅଛି ଆଇନ୍‌ ର ଭୟ ନା ଅଛି…

ଏବେ ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍: ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ଥମିବାର ନାଁ ନେଉନି ଲୁଟେରାଙ୍କ ଆତଙ୍କ । ଏବେ ମାତିଛନ୍ତି ଏଟିଏମ ଲୁଟେରା । ଦିନକୁ ଦିନ ବଢ଼ିଚାଲିଛି ଏହି ଲୁଟେରାଙ୍କ ବିତ୍ପାତ୍‌ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ…

ଲିଙ୍ଗିପୁର ATM ଲୁଟ୍‌ ଘଟଣା: ବାଂଲାଦେଶୀ ଲୁଟେରା ଖୋକନ ମଲ୍ଲାର ଆଜି ସରିଲା ୩ ଦିନିଆ ରିମାଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ATM ଲୁଟ୍‌ ଘଟଣାରେ ବାଂଲାଦେଶୀ ଲୁଟେରା ଖୋକନ ମଲ୍ଲାର ଆଜି ୩ ଦିନିଆ ରିମାଣ୍ଡ ସରିଲା। ତାକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନିଆଯାଇଥିଲା। ଖୋକନକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳର ୨ଟି ଡକାୟତି ମାମଲାରେ…

ଭୁବନେଶ୍ୱର ଇନ୍ଦିରା କଲୋନୀ ଓ ଲିଙ୍ଗିପୁର ଏଟିଏମ ମେସିନ୍‌ ଲୁଟ୍‌ ଘଟଣା: ୨ ଲୁଟେରା ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): କମିଶନରେଟ୍‌ ପୋଲିସର ମିସନ୍‌ ଇମ୍ପସିବଲ୍‌ । ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀ ଓ ଲିଙ୍ଗିପୁରରୁ ଏସବିଆଇ ଏଟିଏମ ମେସିନ୍‌ ତାଡ଼ି ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ୨ ଏଟିଏମ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଏଟିଏମ ମେସିନ୍‌ ତାଡ଼ି ଏକ ଟାଟା…