Browsing Tag

7-year-old student dies after beaten

ସ୍କୁଲ ଶିକ୍ଷକଙ୍କ ମାଡ଼ରେ ୭ ବର୍ଷ ବୟସ୍କ ଛାତ୍ରର ମୃତ୍ୟୁ, ଶିକ୍ଷକ ଫେରାର

ବିହାର : ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଜଣେ ୭ ବର୍ଷ ବୟସ୍କ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଘଟଣଟି ଘଟିଛି ବିହାର ସରସା ଜିଲ୍ଲାରେ । ଛାତ୍ର ଜଣଙ୍କ ହୋମ ଓ୍ଵାର୍କ କରି ଆସି ନଥିବାରୁ ଶିକ୍ଷକ ପିଟିଥିଲେ । ଫଳରେ ଛାତ୍ରଙ୍କର ମୃତ୍ୟୁ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଅଘଟଣ ଘଟିବା…