Browsing Tag

Agniveer

ଭାରତୀୟ ସେନା ଜାରି କଲା ଅଗ୍ନିବୀର ନିଯୁକ୍ତିର କାର୍ଯ୍ୟସୂଚୀ, ରାଲିର ତାରିଖ ମଧ୍ୟ ଘୋଷିତ

ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତିର କାର୍ଯ୍ୟସୂଚୀ ଜାରି କରିଛି। ଏଥି ସହିତ ନିଯୁକ୍ତି ରାଲିର ତାରିଖ ମଧ୍ୟ ଘୋଷଣା କରାଯାଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ joinindianarmy.nic.in ରେ ପ୍ରକାଶିତ ନିଯୁକ୍ତି ସୂଚୀ ଏବଂ ରାଲିର ତାରିଖ ଯାଞ୍ଚ କରି ପାରିବେ। ଜାରି କାର୍ଯ୍ୟସୂଚୀ…

ଅଗ୍ନିବୀର ହେବାକୁ ଆଜିଠୁ କରନ୍ତୁ ରେଜିଷ୍ଟ୍ରେସନ୍‌, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁ ସେନାରେ ଆଜିଠାରୁ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକିୟା ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ଶୁକ୍ରବାର ଠାରୁ ପ୍ରାର୍ଥୀ ନିଜ ରେଜିଷ୍ଟ୍ରେସନ୍‌ କରାଇପାରିବେ। ଏଥିପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଠିକ୍‌ ମାସେ ପରେ ଅର୍ଥାତ୍‌ ଜୁଲାଇ ୨୪ରେ ଆୟୋଜିତ ହେବ। ଚଳିତ ବର୍ଷ…

ଅଗ୍ନିବୀରଙ୍କୁ ନେଇ ଆଉ ଏକ ବଡ଼ ଘୋଷଣା! ଅବସର ପରେ ଆଜୀବନ ମିଳିବ ଶସ୍ତା ଋଣ, ଟ୍ଵିଟ୍‌ କରି କହିଲେ ରାଜନାଥ ସିଂ

ଅଗ୍ନିବୀର ଯୋଜନାକୁ ନେଇ ସାରା ଦେଶରେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କରାଯାଇଥିବା ଟ୍ଵିଟ୍‌ରେ କୁହାଯାଇଛି, ଯେଉଁ ଯୁବକମାନେ ସେନାରେ ୪ ବର୍ଷ…