ସମସ୍ତଙ୍କ ଲକ୍ଷ୍ୟ ଏଡସ ଭଳି ମାରାତ୍ମକ ରୋଗ ହଟିଯାଉ, କିନ୍ତୁ ଏହା କେତେ ପରିମାଣରେ ହଟିଛି ?
ଆଜି ହେଉଛି ବିଶ୍ୱ ଏଡସ ଦିବସ । ସବୁଠି ଶୋଭାଯାତ୍ରା, ସଚେତନ ଓ ସଭା-ସମିତି । ସମସ୍ତଙ୍କ ଲକ୍ଷ୍ୟ ଏଡସ ଭଳି ମାରାତ୍ମକ ରୋଗ ହଟିଯାଉ । ବାସ୍ତବରେ ଏହା କେତେ ପରିମାଣରେ ହଟିଛି ? ସଚେତନତାର ପ୍ରଭାବରେ ଲୋକେ କେତେ ପ୍ରଭାବିତ ହୋଇଛନ୍ତି । ବୋଧହୁଏ ଏହାର ଟିକନିଖି ତର୍ଜମା କରିବାର ଦିନଟିଏ ଆଜି…