Below header
Browsing Tag

aircraft crash in spain

ସ୍ପେନରେ ଏଫ୍‌-୧୮ ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ, ପାାଇଲଟ ବିମାନ ଛାଡି ଡେଇଁଲେ

ମାଦ୍ରିଦ : ସ୍ପେନର ଜାରଗୋଜା ଏୟାରବେସ ନିକଟରେ ଏଫ୍‌-୧୮ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ହେଲେ ବିମାନ ତଳେ ପଡିବା ପୂର୍ବରୁ ପାଇଲଟ ବିମାନରୁ ବାହାରି ଯାଇଥିଲେ । ଫଳରେ ତାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ…