Browsing Tag

alaranath lord

ବର୍ଷସାରା ଖିରି ଭୋଗ ଲାଗେ ଏଠାରେ, ଏହା ପଛରେ ରହିଛି କିମ୍ବଦନ୍ତୀ

ବ୍ରହ୍ମଗିରି: ପ୍ରଭୁ ଅଲାରନାଥ । ନାରାୟଣଙ୍କ ସ୍ୱରୂପ । ମହାପ୍ରଭୁ ଜଗନ୍ନାଥ ଅଣସର ଘରେ ରହିଲେ ତାଙ୍କ ରୂପ ନେଇ ଦର୍ଶନ ଦିଅନ୍ତି ଅଲାରନାଥ । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଲାରନାଥଙ୍କ ପ୍ରସିଦ୍ଧ ପୀଠ । ଅନେକ କିମ୍ବଦନ୍ତୀ ଓ ଅଲୌକିକ କାହାଣୀ ସହ ଐତିହାସିକ ପୃଷ୍ଠଭୂମି ରହିଛି ଅଲାରନାଥଙ୍କୁ…

ଆଜି ଅଣସର ଦର୍ଶନର ଦ୍ୱିତୀୟ ଦିନ, ସକାଳ ୬ ଟା ରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ

ବ୍ରହ୍ମଗିରି(କେନ୍ୟୁଜ): ଆଜି ମହାପ୍ରଭୁ ଶ୍ରୀ ଅଲାରନାଥ ଦେବଙ୍କ ଅଣସର ଦର୍ଶନର ଦ୍ୱିତୀୟ ଦିନ । ଭୋର ୪ଟାରୁ ମନ୍ଦିର ଫିଟା ପରେ ମଙ୍ଗଳ ଆଳତି, ତଡ଼ପ ଲାଗି , ଅବକାଶ, ବେଶ, ଗୋପାଳ ବଲ୍ଲଭ ନୀତି ବଢିବା ପରେ ସକାଳ ୬ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନରେ ଭକ୍ତ ମାନଙ୍କ…

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀଜୀଉ ଅଣସର ଘରେ ରହିବେ। ଅସୁସ୍ଥତା ଯୋଗୁଁ ତାଙ୍କର ଚିକିତ୍ସା ଆଦି ଚାଲିବ । ତେବେ ପରମ୍ପରା ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତି ଅଣସର ଘରେ ରହିଲେ ୧୪ ଦିନ ପାଇଁ…

ଆଜି ତୃତୀୟ ଦିନରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ, ଛୁଟୁଛୁ ଭକ୍ତଙ୍କ ଭିଡ

ବ୍ରହ୍ମଗିରି(କେନ୍ୟୁଜ): ତୃତୀୟ ଦିନରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ। ୧୪ ଦିନ ଧରି ଚାଲିବ ଦର୍ଶନ। ଆଜି ଭୋର ୪ଟାରୁ ମନ୍ଦିର ଖୋଲିବ ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ସକାଳ ୬ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଜଗନ୍ନାଥଙ୍କ ଦର୍ଶନ ପାଇ ଭକ୍ତ ଛୁଟି…

ଆଜିଠାରୁ ୧୪ ଦିନ ଧରି ଦର୍ଶନ ଦେବେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ଅଲାରନାଥ

ଯୁଗେ ଯୁଗେ ଭଗବାନ ହେଉଛନ୍ତି ଭକ୍ତର । ଭକ୍ତ ବିନା ଭଗବାନର ଯେମିତି ଅସ୍ତିତ୍ୱ ନାହିଁ । ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀଜୀଉ ଅଣସର ଘରେ ରହିଛନ୍ତି । ଅସୁସ୍ଥତା ଯୋଗୁଁ ତାଙ୍କର ଚିକିତ୍ସା ଚାଲିଛି । ତେବେ ପରମ୍ପରା ଅନୁସାରେ…