Browsing Tag

alekha mahima matha

କାମାକ୍ଷାନଗର ମହିମା ଗାଦିରେ ଧୂମଧାମରେ ପାଳିତ ହେଲା ନୂଆଁଖାଇ, ନବାନ୍ନ ଭକ୍ଷଣ କଲେ ଭକ୍ତ ଓ ବାବା

କାମାକ୍ଷାନଗର: ଆଜି ହେଉଛି କୃଷି ଭିତ୍ତିକ ମହାନ ପର୍ବ ତଥା ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହି ନୂଆଖାଇ ନବାନ୍ନ ଭାବେ ମଧ୍ୟ ବେଶ ଜଣାଶୁଣା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିମା ଗାଦିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ଅଲେଖ…

ମହିମା ଟୁଙ୍ଗି ପ୍ରତିଷ୍ଠା ଉତ୍ସବ,ଯୋଗଦେଲେ ୫୦୦୦ରୁ ଅଲେଖ ମହିମାପ୍ରେମୀ ଭକ୍ତ

ନାମ ସଂକୀର୍ତ୍ତନରେ ସମ୍ପୂର୍ଣ୍ଣ ଅଞ୍ଚଳ ପ୍ରକମ୍ପିତ ହେଉଥାଏ । ଉପସ୍ଥିତ ଥିବା ସାଧୁ ସନ୍ଥମାନେ ଗେରୁଆ ବସ୍ତ୍ର ପିନ୍ଧି ଯଜ୍ଞରେ ଆହୁତି ଦେଉଛନ୍ତି । ଗାଁର ନାମ ହେଉଛି ବୌଦବେଡା । ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ହନୁମାନପୁର ଗ୍ରାମପଞ୍ଚାୟତର ଗାଁ ବୌଦବେଡା । ଏହି ଗାଁର ଅଧିକାଂଶ…

ନୂଆପଡ଼ା ଅଲେଖ ମହିମା ମଠରେ ପାଳିତ ହୋଇଛି ନୂଆଖାଇ ପର୍ବ

ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ହେଉଛି ନୂଆଖାଇ । ଏହି ନୂଆଖାଇ ପର୍ବକୁ ପଶ୍ଚିମ ଓଡିଶାର ଲୋକମାନେ ବିଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ସାଧାରଣତଃ ପଶ୍ଚିମ ଓଡିଶାବାସୀ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରିଥାନ୍ତି। । ହେଲେ ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ନୂଆପଡା…