Browsing Tag

algeria sentences 49 to death

ଅଲଜେରିଆରେ ପେଣ୍ଟରଙ୍କ ହତ୍ୟାରେ ୪୯ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେଲେ କୋର୍ଟ

ନୂଆଦିଲ୍ଲୀ : ଅଲଜେରିଆରେ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବହୁତ ଲୋକ ମିଶି ଜଣେ ପେଣ୍ଟରଙ୍କୁ ହତ୍ୟା କରିବା ମାମଲାରେ କୋର୍ଟ ଗୁରୁବାର ୪୯ ଲୋକଙ୍କୁ ମୃତ୍ୟୁ ଦଣ୍ଡ ରାୟ ଦେଇଛି । ନିଆଁ ଲାଗିଥିବା ଖବର ଶୁଣିବା ପରେ ପେଣ୍ଟର ଜେମଲ ବେନ ଇସମାଇଲ(୩୮) ଇରାଥନ ଗାଁରେ ଲୋକଙ୍କୁ ସାହାଯ୍ୟ କରିବାକୁ…