Below header
Browsing Tag

amar prasad satpathy

ବଡଚଣାରୁ ବର୍ଷାଙ୍କ ନାଁ ଘୋଷଣା ପରେ ଅପପ୍ରଚାରକଙ୍କୁ ଅମରଙ୍କ ଜବାବ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରନ୍ତୁ

ଭୁବନେଶ୍ୱର (କେନ୍ୟୁଜ): ଅପପ୍ରଚାରକଙ୍କୁ ଅମରଙ୍କ ଜବାବ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରନ୍ତୁ । ବଡଚଣା ନର୍ବାଚନ ମଣ୍ଡଳୀ ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ଘୋଷଣା କରିଛି ଦଳ । ଏହି ନିଷ୍ପତ୍ତିକୁ ନେଇ କିଛି ଚକ୍ରାନ୍ତକାରୀ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ…

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ଛାତ୍ରଛାତ୍ରୀଙ୍କୁ ଯୋଗଶିକ୍ଷା ଦେଲେ ବଡ଼ଚଣା ବିଧାୟକ ଅମର ଶତପଥୀ

ଯାଜପୁର (କେନ୍ୟୁଜ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ କରିବା ଦ୍ୱାରା ମନ ଶାନ୍ତ ଓ ଦେହ ସୁସ୍ଥ ରହିଥାଏ। ପ୍ରତିବର୍ଷ ଜୁନ ୨୧ତାରିଖ ଆଜିର ଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସବୁଠି ପାଳନ କରାଯାଉଛି। ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ…