ଲୋକସଭା ସାଂସଦ ରୂପେ ଆଜି ଶପଥ ନେବେ ଅମୃତପାଲ୍ ସିଂ ଓ ଶେଖ୍ ଅବଦୁଲ୍ ରସିଦ; ଫଟୋ, ଭିଡିଓ କରିବାକୁ ମନା
ପଞ୍ଜାବର ଖଣ୍ଡୁର ସାହିବରୁ ନବ ନିର୍ବାଚିତ ଲୋକସଭା ସାଂସଦ ଅମୃତପାଲ ସିଂ ଆଜି ଶପଥ ଗ୍ରହଣ କରିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଚାମ୍ବରରେ ସେ ଶପଥ ନେବେ । ସେହିପରି ଜମ୍ମୁ-କାଶ୍ମୀରର ବାରାମୂଳା ଲୋକସଭା ଆସନରୁ ନିର୍ବାଚିତ ସାଂସଦ ଶେଖ ଅବଦୁଲ ରସିଦ ମଧ୍ୟ ଶୁକ୍ରବାର ଲୋକସଭା ସଦସ୍ୟ…