Browsing Tag

anasara mahaprabhu

ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଆଜି ଅଣସର ଲାଗିହେବ ଦଶମୂଳମୋଦକ

ପୁରୀ : ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜ୍ବରରେ ପୀଡ଼ିତ ମହାପ୍ରଭୁ । ଆଜି ଅଣସର ଏକାଦଶୀରେ ଦଶମୂଳମୋଦକ ଲାଗି ହେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ରାଜବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବାପରେ ଆଜି ଏହାକୁ ଲାଗି କରାଯିବ । ସ୍ନାନପୂର୍ଣ୍ଣିମା…

ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଆଜି ଚକାବିଜେ କରିବେ ଶ୍ରୀଜିଉ

ପୁରୀ : ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଆଜି ଚକାବିଜେ କରିବେ ଶ୍ରୀଜିଉ । ଦେବସ୍ନାନପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଥିବା ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଆଜି ଅନବସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ…

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, କାକଟପୁରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ଅଣସର ଫଳ ଭାର

କାକଟପୁର: କାକଟପୁରର ଦେଉଳି ମଠରୁ ୩ଟି ଶଗଡ ଗାଡିରେ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ଅଣସର ଫଳ ଭାର । ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଦେଉଳି ମଠରୁ ଶଗଡ଼ରେ ଶ୍ରୀଜୀଉଙ୍କ ପାଇଁ ଗଲା ଫଳ, ତୁଳସୀ ପଦ୍ମଫୁଲ । ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା କାକଟପୁର ଦେଉଳିମଠରୁ ପାରମ୍ପରିକ ତିନୋଟି ଶଗଡ଼…

ଆଜି ମହାପ୍ରଭୁଙ୍କ ଚକା ବିଜେ ନୀତି

ପୁରୀ: ଆଜି ମହାପ୍ରଭୁଙ୍କ ଚକା ବିଜେ ନୀତି । ଅନବସର ଦଶମୀ ତିଥିରେ ଶ୍ରୀଜୀଉ ମାନଙ୍କ ଅନୁଷ୍ଠିତ ହେବ ଚକା ବିଜେ ନୀତି । ଅନବସରର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ମହାପ୍ରଭୁଙ୍କ ଏବେ ଓଷ ଲାଗି ଶ୍ରୀଅଙ୍ଗ ସେବକ ମାନେ କରୁଛନ୍ତି । ଦଶମୀ ତିଥିରେ ଶ୍ରୀବୈଦ୍ୟଙ୍କ ଘରୁ ମଧ୍ୟ…

ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଛି ଅଣସର ଫଳ ଭାର

କାକଟପୁର: କୋଟି କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି । ସ୍ନାନ ପୁର୍ଣିମା ପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଛି । ମହାପ୍ରଭୁଙ୍କ ନିକଟରେ ଷାଠିଏ ପଉଟି ଭୋଗ ବନ୍ଦ ରହିଛି । କାରଣ ଜ୍ୱରରେ ପୀଡିତ ହେବାପରେ ମହାପ୍ରଭୁଙ୍କୁ ଷାଠିଏ ପଉଟି ମଣୋହୀ ରୁଚୁ…

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ପାଞ୍ଚଣ ନୀତି, ଔଷଧ ଲାଗି ପରେ ସୁସ୍ଥ ହୋଇ ଉଠିବେ ତିନି ଠାକୁର

ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଠାରେ ଲାଗି ହୋଇଛି କବିରାଜଙ୍କ ଦ୍ଵାରା ପ୍ରସ୍ତୁତ ଔଷଧ ପାଞ୍ଚଣ । ଏହି ଔଷଧ ଲାଗି ପରେ ସୁସ୍ଥ ହୋଇ ଉଠିବେ ତିନି ଠାକୁର । ମହାପ୍ରଭୁଙ୍କ ଏହି ଔଷଧ ଟିକକ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେସ୍ଉତ୍କଣ୍ଠା । ବାରିପଦା…

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ ଶ୍ରୀ ମୁଖ ଫିଟା ନୀତି ଅନୁଷ୍ଠିତ ହେବ । ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ସୁସ୍ଥ ଉପଚାର ଲାଗି ଦଇତାପତିଙ୍କ ସେବା ଚାଲିଛି । ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିବା ସହ…

ଆଜି ଅଣସର ଦର୍ଶନର ଦ୍ୱିତୀୟ ଦିନ, ସକାଳ ୬ ଟା ରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ

ବ୍ରହ୍ମଗିରି(କେନ୍ୟୁଜ): ଆଜି ମହାପ୍ରଭୁ ଶ୍ରୀ ଅଲାରନାଥ ଦେବଙ୍କ ଅଣସର ଦର୍ଶନର ଦ୍ୱିତୀୟ ଦିନ । ଭୋର ୪ଟାରୁ ମନ୍ଦିର ଫିଟା ପରେ ମଙ୍ଗଳ ଆଳତି, ତଡ଼ପ ଲାଗି , ଅବକାଶ, ବେଶ, ଗୋପାଳ ବଲ୍ଲଭ ନୀତି ବଢିବା ପରେ ସକାଳ ୬ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନରେ ଭକ୍ତ ମାନଙ୍କ…

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀଜୀଉ ଅଣସର ଘରେ ରହିବେ। ଅସୁସ୍ଥତା ଯୋଗୁଁ ତାଙ୍କର ଚିକିତ୍ସା ଆଦି ଚାଲିବ । ତେବେ ପରମ୍ପରା ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତି ଅଣସର ଘରେ ରହିଲେ ୧୪ ଦିନ ପାଇଁ…

ଅଣସର ପିଣ୍ଡିରେ ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ପାଇଁ ଗଲା ଫଳ ଭାର

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ପରମ୍ପରା ଜ୍ୱଳନ୍ତ ନିଦର୍ଶନ । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ପୈାରାଣିକ ଗାଥା ଅନୁୁଯାୟୀ…