Below header
Browsing Tag

anubhab marriage

ଅନୁଭବଙ୍କ ଫିଲ୍ମ ସୁଟିଂ ବେଳର ଫଟୋକୁ ନେଇ ପଡିଲା ଯବନିକା, ଫିଲ୍ମ ପ୍ରମୋସନ୍‌ ପାଇଁ ଜାଣିଣୁଣି ଏମିତି କରାଯାଇଛି

କେନ୍ୟୁଜ୍(ବ୍ୟୁରୋ):ଫିଲ୍ମ ବାହାଘରର ମିଛ ଖବର । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ ସୁଟିଂ ବେଳର ଭାଇରାଲ୍‌ ଫଟୋକୁ ଦିନତମାମ ପ୍ରସାରିତ କଲେ କିଛି ଗଣମାଧ୍ୟମ । ଅନୁଭବ ବର ବେଶରେ ଜଣେ ଯୁବତୀଙ୍କ ସହ ବେଦୀରେ ବସିଥିବା ଫଟୋକୁ ନେଇ ଅନୁଭବଙ୍କ ଦ୍ଵିତୀୟ ଇନିଂସ କହି ଖବର ଚଲାଇଲେ। ତେବେ…

ପୁଣି ଅନୁଭବଙ୍କୁ ନେଇ ଚର୍ଚ୍ଚା, ବର ବେଶରେ ଥିବାରୁ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍ସ

କେନ୍ୟୁଜ୍(ବ୍ୟୁରୋ): ପୁଣି ଅନୁଭବଙ୍କୁ ନେଇ ଚର୍ଚ୍ଚା । ଅଭିନେତା ଅନୁଭବ ମହାନ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ । ବର ବେଶରେ ନଜର ଆସିଛନ୍ତି ଅନୁଭବ। ତେବେ ଏହା ରିଅଲରେ ନୁହେଁ ରିଲ୍‌ର। ଏକ ସୁଟିଂ ସେଟ୍‌ର ଏହା ଦୃଶ୍ୟ। ଯାହାର EXCLUSIVE ଭିଡିଓ ଲାଗିଛି କେନ୍ୟୁଜ୍ ହାତରେ। ଅଭିନେତା…