Browsing Tag

apartment bill

ଚଳିତ ଶୀତ ଅଧିବେଶନରେ ବିଧାନସଭାରେ ଆସିପାରେ ଆପାର୍ଟମେଣ୍ଟ ଓନରସିପ ବିଲ

କେନ୍ୟୁଜ୍(ବ୍ୟୁରୋ):ଓଡିଶା ହାଇକୋର୍ଟରେ ଆଜି ରେରା ମାମଲାର ଶୁଣାଣି ହୋଇଥିବା ବେଳେ ରାଜ୍ୟରେ ଆପାର୍ଟମେଣ୍ଟ  ବିକ୍ରି ଖର୍ଦ୍ଦି ନେଇ ଅଚଳାବସ୍ଥା ଜାରି ରହିଛି। ଚଳିତ ଶୀତ ଅଧିବେଶନରେ ବିଧାନସଭାରେ ଆପାର୍ଟମେଣ୍ଟ ଓନରସିପ ବିଲ ଆସିବାର ରହିଛି। ଏହି ବିଲ ପାରିତ ହେବା ପରେ ଆପାର୍ଟମେଣ୍ଟ ଓନରସ…